ETV Bharat / sports

ଆଇସିସି ଦିନିକିଆ ମାନ୍ୟତାରେ ବିରାଟ-ବୁମରା ନମ୍ବର ୱାନ - ICC ODI ranking

ଆଇସିସି ତାଲିକାର ଉଭୟ ବ୍ୟାଟିଂ ଓ ବୋଲିଂରେ ଶୀର୍ଷ ସ୍ଥାନରେ ରହିଛନ୍ତି ଭାରତୀୟ କ୍ରିକେଟର।

ଆଇସିସି ଦିନିକିଆ ମାନ୍ୟତା
author img

By

Published : Nov 12, 2019, 9:26 PM IST

ହାଇଦ୍ରାବାଦ: ପ୍ରକାଶ ପାଇଛି ଆଇସିସି ବ୍ୟାଟିଂ ଓ ବୋଲିଂ ମାନ୍ୟତା । ଏହି ତାଲିକାର ଉଭୟ ବ୍ୟାଟିଂ ଓ ବୋଲିଂରେ ଶୀର୍ଷ ସ୍ଥାନରେ ରହିଛନ୍ତି ଭାରତୀୟ କ୍ରିକେଟର । ଭାରତୀୟ କ୍ୟାପଟେନ ବିରାଟ କୋହଲି 895 ପଏଣ୍ଟ ସହ ଆଇସିସି ମାନ୍ୟତାର 1ନଂ ବ୍ୟାଟ୍ସମାନ ସ୍ଥାନରେ ଅଛନ୍ତି । ସେହିପରି ଜଶପ୍ରୀତ ବୁମରା 797 ପଏଣ୍ଟ ସହ ବୋଲିଂ ମାନ୍ୟତାର 1ନଂ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଅଲରାଉଣ୍ଡର ତାଲିକାରେ କେବଳ ଭାରତୀୟ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି।

ଆଇସିସି ଦିନିକିଆ ମାନ୍ୟତା
ଆଇସିସି ଦିନିକିଆ ମାନ୍ୟତା

ସେହପରି ବ୍ୟାଟିଂ ତାଲିକାରରେ ରୋହିତ ଶର୍ମା 863 ଅଙ୍କ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ବାବର ଆଜମ ତୃତୀୟ, ଫାଫ ଡୁପ୍ଲେସିସ ଚତୁର୍ଥ ଏବଂ ରସ ଟେଲର ପଞ୍ଚମ ସ୍ଥାନରେ ରହିଛନ୍ତି । ସେହିପରି ବୋଲିଂ ତାଲିକାରେ ବୁମରାଙ୍କ ପଛରେ ରହିଛନ୍ତି ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ । 740 ଅଙ୍କ ସହ ସେ ଦ୍ବିତୀୟ ସ୍ଥାନରେ ଅଛନ୍ତି । ଏହାସହ ତୃତୀୟ, ଚତୁର୍ଥ, ଏବଂ ପଞ୍ଚମ ସ୍ଥାନରେ ଆଫଗାନୀସ୍ତାନର ମୁଜୀବ ଜଦରାନ, ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ଏବଂ ଅଷ୍ଟ୍ରେଲିଆର ପେଟ କମିନ୍ସ ରହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.