ETV Bharat / sports

ଅକ୍ଟୋବରରେ ଭାରତର ଅଷ୍ଟ୍ରେଲିଆ ଗସ୍ତ, ଚାଇନାମ୍ୟାନ କୁଲଦୀପଙ୍କ ପ୍ରସ୍ତୁତି ଆରମ୍ଭ - ଟିମ ଇଣ୍ଡିଆର ଚାଇନାମ୍ୟାନ କୁଲଦୀପ ଯାଦବ

ଟିମ ଇଣ୍ଡିଆର ଚାଇନାମ୍ୟାନ କୁଲଦୀପ ଯାଦବ, ଅଷ୍ଟ୍ରେଲିଆ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଥିବା କହିଛନ୍ତି ।

I have already started preparing for the Australia tour: Kuldeep Yadav
ଅକ୍ଟୋବରରେ ଭାରତର ଅଷ୍ଟ୍ରେଲିଆ ଗସ୍ତ, ଚାଇନାମ୍ୟାନ କୁଲଦୀପଙ୍କ ପ୍ରସ୍ତୁତି ଆରମ୍ଭ
author img

By

Published : Jul 3, 2020, 3:12 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଚାଇନାମ୍ୟାନ କୁଲଦୀପ ଯାଦବ, ଅଷ୍ଟ୍ରେଲିଆ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଥିବା କହିଛନ୍ତି । ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ସୂଚୀ ରହିଛି ।

I have already started preparing for the Australia tour: Kuldeep Yadav
କୁଲଦୀପ ଯାଦବ

ଅକ୍ଟୋବରରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳିବା ନେଇ ସୂଚୀ ରହିଛି । ପରେ ଡିସେମ୍ବର-ଜାନୁଆରୀରେ 4ଟିକିଆ ବର୍ଡର ଗାଭାସ୍କର ଟ୍ରଫି ଖେଳାଯିବ । ଏହାପରେ 3ଟିକିଆ ଦିନିକିଆ ସିରିଜ ମଧ୍ୟ ଖେଳାଯିବ ।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଆଉ ମାତ୍ର 3ରୁ 4ମାସର ସମୟ ରହିଛି । ସର୍ବଦା ଏକ ବ୍ରେକ ସକରାତ୍ମକ ମନୋବଳ ସହ ନୂଆ ଆରମ୍ଭ ପାଇଁ ସହାୟକ ହୁଏ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି ସ୍ପିନର କୁଲଦୀପ ଯାଦବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.