ETV Bharat / sports

ବର୍ଥଡେ’ ସ୍ପେସିଆଲ: ସିକ୍ସର କିଙ୍ଗ ଯୁବରାଜ ସିଂ - ଯୁବରାଜ ସିଂ ନ୍ୟୁଜ

'ସିକ୍ସର କିଙ୍ଗ' ନାଁରେ ପରିଚିତ ଯୁବରାଜ ସିଂ ନିଜର 38ତମ ଜନ୍ମଦିନ ପାଳୁଛନ୍ତି । ଯୁବିଙ୍କ ଆକ୍ରାମକ ବ୍ୟାଟିଂ ଓ ସାନଦାର ଫିଲ୍ଡିଂ କ୍ରିକେଟରେ ଏକ ପରିଚୟ ସୃଷ୍ଟି କରିଛି ।

yuvraj singh
yuvraj singh
author img

By

Published : Dec 12, 2019, 7:08 PM IST

ହାଇଦ୍ରାବାଦ: ଅଲରାଉଣ୍ଡର ଯୁବରାଜ ସିଂ । ଦିନ ଥିଲା ଟିମ ଇଣ୍ଡିଆର ମଧ୍ୟକ୍ରମର ମେରୁଦଣ୍ଡ ଥିଲେ ଯୁବି । ଆଜି 38ବର୍ଷରେ ପାଦ ଥାପିଛନ୍ତି । 2019 10 ଜୁନ୍‌ରେ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟ କ୍ୟାରିଅରରୁ ସନ୍ୟାସ ନେଇଥିଲେ ।

ବର୍ଥଡେ ସ୍ପେସିଆଲ: ସିକ୍ସର କିଙ୍ଗ ଯୁବରାଜ ସିଂ

12 ଡିସେମ୍ବର 1981 ମସିହାରେ ଚଣ୍ଡିଗଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଅନ୍ତରାଷ୍ଟ୍ରୀୟ କ୍ୟାରିଅର ଏତେଟା ସହଜ ନଥିଲା । ଅନେକ ସଫଳତା-ଅସଫଳତା ମଧ୍ୟରେ ତାଙ୍କର କ୍ୟାରିଅର ଗତି କରିଛି । କିନ୍ତୁ 19ବର୍ଷର ନିଜର କ୍ରିକେଟ କ୍ୟାରିଅରରେ ଅନେକ ସମୟରେ ମେନ୍‌ ଇନ୍‌ ବ୍ଲୁର ସଙ୍କଟମୋଚନ ମଧ୍ୟ ସାଜିଛନ୍ତି ।

ନିଜର କ୍ୟାରିଅରରେ କେବଳ ତାଙ୍କର ବ୍ୟାଟିଂ ଯାଦୁ ଦେଖିବାକୁ ମିଳିଛି ତାହା ନୁହେଁ, ସେ ନିଜର ବୋଲଂ ମାଧ୍ୟମରେ ସମସ୍ତଙ୍କର ହୃଦୟ ଜିତିଛନ୍ତି । ନିଜର ଅଲରାଉଣ୍ଡର ପ୍ରଦର୍ଶନ ମାଧ୍ୟମରେ କୋଟି କୋଟି ପ୍ରଶଂସକଙ୍କୁ ଦିଓ୍ବାନା ବନେଇଛନ୍ତି । ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟର 3ଟି ଫର୍ମାଟରେ ଖଳିଛନ୍ତି । ତାଙ୍କର ଆକ୍ରାମକ ବ୍ୟାଟିଂ ଓ ସାନଦାର ଫିଲ୍ଡିଂ କ୍ରିକେଟରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା । ଏହାପରେ ସେ ମାରାତ୍ମକ କ୍ୟାନସରରେ ପିଡିତ ହୋଇଥିଲେ । ମୃତ୍ୟୁକୁ ମାତ୍‌ ଦେଇ ସେ ପୁଣି ଗ୍ରାଉଣ୍ଡକୁ ଫେରିଥିଲେ ।

6 ବଲ୍‌ରେ 6 ଛକା

19ସେପ୍ଟେମ୍ବର 2007ରେ ଯୁବରାଜ ସିଂ ଇତିହାସ ରଚିଥିଲେ । ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-20 ବିଶ୍ବକପରେ ଷ୍ଟୁଆର୍ଟ ବ୍ରାଡଙ୍କ ଗୋଟିଏ ଓଭରର ସମସ୍ତ 6ଟି ବଲ୍‌ରେ 6ଟି ଛକା ମାରିଥିଲେ ଯୁବି। ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଦ.ଆଫ୍ରିକାର ଖେଳାଳି ହର୍ଷଲ ଗିବ୍ସଙ୍କ ପରେ ଯୁବରାଜ ସିଂ 2ୟ କ୍ରିକେଟର ଭାବେ ଏହି ରେକର୍ଡ କରିଥିଲେ ।

12 ବଲ୍‌ରେ ଅର୍ଦ୍ଧଶତକ ହାସଲ

ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-20 ବିଶ୍ବକପରେ ଯୁବରାଜ ସିଂ 12 ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଯାହା ଅନ୍ତରାଷ୍ଟ୍ରୀୟ କ୍ରିକେଟର ସମସ୍ତ ଫର୍ମାଟରେ ଏହି ରେକର୍ଡ ରହିଛି । ଯୁବି ମୋଟ 16ବଲ୍‌ରେ 58ରନ କରିଥିଲେ । ସେଥିରେ 7ଛକା ଓ 3ଚୌକା ସାମିଲ ଥିଲା । ଯୁବିଙ୍କ ଏହି ଦମ୍‌ଦାର ପାଳି ଦ୍ବାରା ଭାରତ 218/4ରନ୍‌ର ସ୍କୋର କରିଥିଲା ଓ ଇଂଲଣ୍ଡକୁ 18ରନରେ ପରାସ୍ତ କରିଥିଲା । ଶେଷରେ ଏହି ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ଭାରତ ହୋଇଥିଲା ।

ଯୁବରାଜ ସିଂ ଅନ୍ତରାଷ୍ଟ୍ରୀୟ କ୍ୟାରିଅରେ 402ଟି ମ୍ୟାଚ ଖେଳିଛନ୍ତି । ସେଥିରୁ 40ଟି ଟେଷ୍ଟ, 304 ଦିନିକିଆ ଓ 58ଟି-20 ମ୍ୟାଚ ସାମିଲ ଅଛି । 3ଟି ଫର୍ମାଟରେ ମୋଟ 11ହଜାର 778ରନ ହାସଲ କରିଛନ୍ତି ଯୁବି । ସେଥିମଧ୍ୟରେ ଟେଷ୍ଟ ମ୍ୟାଚରେ 1900ରନ୍‌ , ଦିନିକିଆରେ 8701ରନ୍‌ ଓ ଟି-20ରେ 1177ରନ ହାସଲ କରିଛନ୍ତି ।
ଯୁବରାଜ ସିଂ ନିଜର କ୍ୟାରିଅରରେ ମୋଟ 1,496ଟି ଚୌକା-ଛକା ହାସଲ କରିଛନ୍ତି । ଦିନିକିଆରେ 908ଟି ଚୌକା ଓ 155ଛକା, ଟି-20ରେ 77ଟି ଚୌକା ଓ 74ଟି ଛକା ଓ ଟେଷ୍ଟରେ 260ଟି ଚୌକା ଓ 22ଟିଛକା ଅକ୍ତିଆର କରିଛନ୍ତି ।

Intro:Body:

Happy Birthday Yuvraj Singh: एक ओवर में छह छक्के लगाने से लेकर कैंसर को हराने तक की कहानी

हैदराबाद: भारतीय टीम के पूर्व ऑलराउंडर युवराज सिंह आज अपना 38 वां जन्मदिन मना रहे है. 12 दिसंबर 1981 में चंडीगढ़ में जन्मे युवराज इसी साल क्रिकेट से संन्यास ले चुके हैं. लेकिन लोगों के दिलों में उनकी जगह अब भी बरकरार है.

 'सिक्सर किंग' के नाम से मशहूर युवराज सिंह भारतीय टीम को कुछ ऐसे पल दिए हैं जो हमेशा के लिए सुनहरे अक्षरों में कैद हो गए हैं.

1. उन्होंने इंग्लैंड के गेंदबाज स्टुअर्ड ब्राड के एक ही ओवर में छह छक्के लगाए थे और सिर्फ मात्र 12 गेंदों में ही अपना अर्धशतक पूरा कर लिया था.

2. युवराज सिंह अंडर-19 वर्ल्ड कप और 2011 विश्वकप टीम इंडिया को जीतने में 'मैन ऑफ द सीरीज' का खिताब जीतने वाले एकमात्र क्रिकेटर हैं

3. किंग्स इलेवन पंजाब की तरफ से खेलते हुए युवराज सिंह ने 2009 में एक सत्र में दो बार हैट्रिक ली. युवी ने रॉयल चैलेंजर्स बंगलोर के खिलाफ अपनी पहली हैट्रिक ली. इसके बाद उन्होंने डेक्कन चार्जर्स के खिलाफ इस प्रदर्शन को दोहराया था.

4. युवराज ने साल 2000 में पहला वनडे, 2003 में पहला टेस्ट और 2007 में पहला टी-20 मैच खेला था.

5. युवराज पहले ऐसे ऑलराउंडर हैं, जिन्होंने किसी विश्व कप में 300 से अधिक रन बनाने के अलावा 15 विकेट भी हासिल किए हों.

इन सबके बावजूद उनके जिंदगी में एक पल ऐसा भी आया जब वे अपनी फिटनेस को लेकर जूझ रहे थे. 2011 विश्व कप के खत्म होने के बाद युवी को पता चला कि उन्हें कैंसर हैं. कैंसर के दौरान युवराज क्रिकेट से कई सालो तक दूर रहे थे.

कैंसर से इलाज करवाने के बाद उन्होंने राष्ट्रीय टीम में वापसी की लेकिन इसके बाद उनकी जिंदगी पहले जैसी नहीं रही.

उनके जन्मदिन पर हम ऐसे ही कुछ पलों को एक बार फिर याद करेंगे और जानेंगे उनसे जुड़ी कुछ खास बातों को.

6. युवराज सिंह ने सीनियर लेवल पर 7 आईसीसी टूर्नामेंट के फाइनल खेले और ऐसा करने वाले वह इकलौते खिलाड़ी हैं. वह 3 बार चैंपियंस ट्रॉफी और 2 बार 50 ओवर वर्ल्ड कप और 2 बार वर्ल्ड टी20 फाइनल का हिस्सा रहे हैं.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.