ETV Bharat / sports

ଭାରତ ବନାମ ଇଂଲଣ୍ଡ: କଟକରେ ମ୍ୟାଚର କ୍ରେଜ୍‌ - india

ଭାରତ-ଇଂଲଣ୍ଡ ହାଇଭୋଲ୍ଟେଜ୍‌ ଲଢେଇକୁ ନେଇ କଟକରେ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।

ଡିଜାଇନ ଫଟୋ
author img

By

Published : Jun 30, 2019, 3:11 PM IST

Updated : Jun 30, 2019, 7:08 PM IST

କଟକ: ଆଜି ସଣ୍ଡେ ସୁପର ଫାଇଟରେ ଭାରତ-ଇଂଲଣ୍ଡ ଲଢେଇ । ବିଶ୍ବକପର 38ତମ ମ୍ୟାଚରେ ଅପରାଜେୟ ଭାରତକୁ ଭେଟୁଛି ଆୟୋଜକ ଇଂଲଣ୍ଡ । ତେବେ ଆଜିର ଏହି ହାଇ ଭୋଲ୍ଟେଜ୍‌ ଲଢେଇକୁ ନେଇ କଟକରେ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ତେବେ ଭାରତର ବିଜୟ ପରାଜୟ ଉପରେ ନିର୍ଭର କରୁଛି ପାକିସ୍ତାନ ଓ ବାଂଲାଦେଶର ଭାଗ୍ୟ । ତେବେ ଦୁଇ ପଡୋଶୀ ଦେଶର କ୍ରିକେଟ ଫ୍ୟାନ୍ସ ଆଜି ଭାରତକୁ ଚିୟର-ଅପ କରିବାକୁ ସ୍ଥାନୀୟ ଇଯାବାଷ୍ଟନ ଷ୍ଟାଡିୟମରେ ପହଁଚିସାରିଲେଣି ।

Intro:କଟକ: ବିଶ୍ୱକପ ମହାସମର ର ଆଜି ଖେଳାଯିବ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ଯେଉଁଥିରେ ଟିମ ଇଣ୍ଡିଆ ଓ ଇଂଲଣ୍ଡ ମୁହାଁମୁହିଁ ହେବେ । ତେବେ ଏହି ମ୍ୟାଚ ଉଭୟ ଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚ ଯଦି ଇଣ୍ଡିଆ ଜିତେ ତେବେ ପାକିସ୍ତାନ ପାଇଁ ସେମିଫାଇନାଲ ରାସ୍ତା ଉନମୁକ୍ତ ହେବ । ହେବ ଯଦି ଇଂଲଣ୍ଡ ବିଜୟ ହୁଏ ତେବେ ଇଂଲଣ୍ଡ ପାଇଁ ସେମି ରେ ସ୍ଥାନ ପାଇବା ସହଜ ହେବ । ତେବେ ବର୍ମିଙ୍ଗହାମ ରେ କିପରି ରହିବ ଟିମ ପଦର୍ଶନ । ଓ କିଏ ହେବ ଟ୍ରମ୍ପକାର୍ଡ଼ ତାହାକୁ ନେଇ ଯୁବ କ୍ରିକେଟରଙ୍କ ସହ ସିଧାସଳଖ ଆଲୋଚନା ।

Body:no need

Conclusion:no need
Last Updated : Jun 30, 2019, 7:08 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.