ETV Bharat / sports

ଇଂଲଣ୍ଡ ଟପ୍ ଅର୍ଡର ବ୍ୟାଟିଂ ଦୁର୍ବଳ: ଆଝାର ଅଲ୍ଲୀ

author img

By

Published : Jun 29, 2020, 5:13 AM IST

2018ରେ ଆଲିଷ୍ଟାର କୁକ୍ ଙ୍କ ଅବସର ପରେ ଇଂଲଣ୍ଡର ଟପ୍ ଅର୍ଡର ବ୍ୟାଟିଂ ଦୁର୍ବଳ ହୋଇଥିବା କହିଛନ୍ତି ଆଝାର ଅଲ୍ଲୀ ।

England's top order 'fragile' since Alastair Cook's retirement: Azhar Ali
ଇଂଲଣ୍ଡ ଟପ୍ ଅର୍ଡର ବ୍ୟାଟିଂ ଦୁର୍ବଳ: ଆଝାର ଅଲ୍ଲୀ

ଲଣ୍ଡନ: ଇଂଲଣ୍ଡର ବ୍ୟାଟିଂ ସ୍ଥିତିକୁ ନେଇ ପାକିସ୍ତାନ ଟେଷ୍ଟ କ୍ୟାପଟେନ ଆଝାର ଅଲ୍ଲୀଙ୍କ ବଡ ବୟାନ । 2018ରେ ଆଲିଷ୍ଟାର କୁକ୍ ଙ୍କ ଅବସର ପରେ ଇଂଲଣ୍ଡର ଟପ୍ ଅର୍ଡର ବ୍ୟାଟିଂ ଦୁର୍ବଳ ହୋଇଥିବା କହିଛନ୍ତି ଆଝାର ଅଲ୍ଲୀ ।

ତେବେ ଇଂଲଣ୍ଡର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ, ଏହା ନିସନ୍ଦେହ । ଜୋଫ୍ରା ଆର୍ଚରଙ୍କ ବ୍ୟତୀତ ବ୍ରଡ, ଆଣ୍ଡରସନ, ୱର୍କ୍ସ ଓ ଷ୍ଟୋକ୍ସଙ୍କ ପରି ଅନ୍ୟ ସମସ୍ତ ବୋଲରଙ୍କ ବିପକ୍ଷରେ ଖେଳିଥିବା କହିଛନ୍ତି ଆଝାର ଅଲ୍ଲୀ ।

ମହାମାରୀ କୋରୋନା ଭାଇରସର ପ୍ରଭାବ କମ ହୋଇନାହିଁ । ମାତ୍ର ଖାଲି ଷ୍ଟାଡିୟମରେ ବିନା ଦର୍ଶକରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏଥିସହିତ ସମାନ ସଂଖ୍ୟକ ଟି-20 ମଧ୍ୟ ଖେଳାଯିବା ନେଇ ସୂଚୀ ରହିଛି । ସେଥିପାଇଁ ପାକିସ୍ତାନ ଟିମ ରବିବାର ଇଂଲଣ୍ଡ ଗସ୍ତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.