ETV Bharat / sports

ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା

author img

By

Published : Jan 21, 2021, 8:25 PM IST

ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ 16 ଜଣିଆ ଇଂଲଣ୍ଡ ଦଳ ଘୋଷଣା । ଅଧିକ ପଢନ୍ତୁ...

England National Selectors name a 16-member squad and 6 reserves for the first two Test matches against India
ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା

ହାଇଦ୍ରାବାଦ: ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା । ଇଂଲଣ୍ଡ ଜାତୀୟ ଚୟନକର୍ତ୍ତା 16 ସଦସ୍ୟ ବିଶିଷ୍ଟ ସ୍କ୍ବାଡ ଓ 6 ଜଣ ରିଜର୍ଭ ଖେଳାଳିଙ୍କ ନାମ ଘୋଷଣା କରିଛି । ଜୋଫ୍ରା ଆର୍ଚର, ରରି ବର୍ଣ୍ଣସ ଓ ବେନ ଷ୍ଟୋକ୍ସ ସ୍କ୍ବାଡକୁ ଫେରିଛନ୍ତି ।

4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଫେବୃଆରୀ 5ରୁ 9 ମଧ୍ୟରେ ଏମଏ ଚିଦାମ୍ବରମ ଷ୍ଟାଡିୟମ ଚେନ୍ନାଇରେ ଖେଳାଯିବ ।

ଇଂଲଣ୍ଡ ଟେଷ୍ଟ ସ୍କ୍ବାଡ:

ଜୋ ରୁଟ(କ୍ୟାପଟେନ), ଜୋଫ୍ରା ଆର୍ଚର, ମୋଇନ ଅଲୀ, ଜେମ୍ସ ଆଣ୍ଡରସନ, ଡମ ବେସ, ଷ୍ଟୁଆର୍ଟ ବ୍ରଡ, ରରି ବର୍ଣ୍ଣସ, ଜସ ବଟଲର, ଜାକ କ୍ରାୱଲେ, ବେନ ଫୋକସ, ଡାନ ଲରେନ୍ସ, ଜାକ ଲିଚ, ଡମ ସିବଲେ, ବେନ ଷ୍ଟୋକ୍ସ, ଅଲି ଷ୍ଟୋନ, କ୍ରିସ ୱର୍କ୍ସ ।

ରିଜର୍ଭ:

ଜେମ୍ସ ବ୍ରେସି, ମାସନ କ୍ରେନ, ସାକିବ ମହମ୍ମୁଦ, ମାଥ୍ୟୁ ପାର୍କିନସନ, ଓଲି ରବିନସନ ଓ ଅମର ଭିର୍ଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.