ETV Bharat / sports

ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ, 2ୟ ଦିନିକିଆ: ଟସ ଜିତି ମୋର୍ଗାନଙ୍କ ବ୍ୟାଟିଂ ନିଷ୍ପତ୍ତି

ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଦିନିକିଆରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

author img

By

Published : Sep 13, 2020, 6:14 PM IST

Updated : Sep 13, 2020, 6:20 PM IST

ENG vs AUS, 2nd ODI: England wins toss, opts to bat
ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ, 2ୟ ଦିନିକିଆ: ଟସ ଜିତି ମୋର୍ଗାନଙ୍କ ବ୍ୟାଟିଂ ନିଷ୍ପତି

ମାଞ୍ଚେଷ୍ଟର: ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଦିନିକିଆରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । 3ମ୍ୟାଚ ବିଶିଷ୍ଟ ଦିନିକଆ ସିରିଜର ଦ୍ବିତୀୟ ମ୍ୟାଚ ରବିବାର ଓଲ୍ଡ ଟ୍ରାଫର୍ଡ ମାଞ୍ଚେଷ୍ଟରରେ ଖେଳାଯାଉଛି ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶରୁ ପୂର୍ବତନ କ୍ୟାପଟେ ଷ୍ଟିଭ ସ୍ମିଥ ବାଦ ପଡିଛନ୍ତି । ଇଂଲଣ୍ଡ ଟିମରେ ମଧ୍ୟ ଦୁଇଟି ପରିବର୍ତ୍ତନ ହୋଇଛି । ମୋଇନ ଅଲ୍ଲୀ ବାଦ ପଡିଥିବାବେଳେ କରନ ବ୍ରଦର୍ସ(ସାମ ଓ ଟମ)ଙ୍କୁ ଦଳରେ ସାମିଲ କରାଯାଇଛି ।

ଅଷ୍ଟ୍ରେଲିଆ (ଚୂଡାନ୍ତ ଏକାଦଶ): ଡେଭିଡ ୱାର୍ଣ୍ଣର, ଆରୋନ ଫିଞ୍ଚ(କ୍ୟାପଟେନ), ମାର୍କସ ଷ୍ଟୋଇନିସ, ମାର୍ନସ ଲବୁସାନ, ମିଚେଲ ମାର୍ଶ, ଆଲେକ୍ସ କେରୀ(ୱିକେଟ କିପର), ଗ୍ଳେନ ମାକ୍ସୱେଲ, ପାଟ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜସ ହେଜେଲଉଡ ।

ଇଂଲଣ୍ଡ(ଚୂଡାନ୍ତ ଏକାଦଶ): ଜେସନ ରୟ, ଜନ୍ନି ବେୟାରଷ୍ଟୋ, ଜୋଏ ରୁଟ, ଇଆ ମୋର୍ଗାନ(କ୍ୟାପଟେନ), ଜସ ବଟଲର(ୱିକେଟ କିପର), ସାମ କରନ, କ୍ରିସ ୱର୍କ୍ସ, ଟମ କରନ, ଆଦିଲ ରସିଦ, ଜୋଫ୍ରା ଆର୍ଚର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 13, 2020, 6:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.