ETV Bharat / sports

ଆଇସିସି ଆୱାର୍ଡର ସମ୍ପୂର୍ଣ୍ଣ ତାଲିକା - Deepak Chahar

ଆଇସିସି ପକ୍ଷରୁ 2019 "ଆଇସିସି ଆୱାର୍ଡ" ପ୍ରଦାନ ହୋଇଛି । ଯୁବ ବୋଲର ଦୀପକ ଚହରଙ୍କୁ 2019 ଟି-20 କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ଚୟନ କରାଯାଇଛି । ଅଧିକ ପଢନ୍ତୁ

deepak-chahar-opens-up-after-winning-icc-best-mens-t20i-performance-award-of-2019
ଆଇସିସି ଆୱାର୍ଡ
author img

By

Published : Jan 15, 2020, 11:18 PM IST

ଦୁବାଇ: ବୁଧବାର ପ୍ରକାଶ ପାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସମ୍ମାନଜନକ "ଆଇସିସି ଆୱାର୍ଡ" । ତେବେ ତାଲିକାରେ 3 ଭାରତୀୟ କ୍ରିକେଟରଙ୍କୁ ସ୍ଥାନ ମିଳିଛି । ଯୁବ ବୋଲର ଦୀପକ ଚହରଙ୍କୁ 2019 ଟି-20 କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ଚୟନ କରାଯାଇଛି ।

ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ "2019 ସ୍ପିରିଟ ଅଫ ଦ କ୍ରିକେଟ" ଓ ରୋହିତଙ୍କୁ 'ଓଡିଆଇ କ୍ରିକେଟର ଅଫ ଦ ଇୟର' ଆୱାର୍ଡ ଦେଇଛି ଆଇସିସି । ତେବେ 2019ରେ ବାଂଲାଦେଶ ବିପକ୍ଷ ଘରୋଇ ଟି-20 ସିରିଜରେ 7ରନ ବ୍ୟୟରେ 6 ୱିକେଟ ଅକ୍ତିଆର କରିଥିଲେ ଦୀପକ । ଯେଉଁଥିରେ ଗୋଟିଏ ହ୍ୟାଟ୍ରିକ୍‌ ମଧ୍ୟ ସାମଲ ଥିଲା । ତେବେ 2019ରେ ଟି-20 କ୍ରିକେଟରେ ଏହା ଶ୍ରେଷ୍ଠ ପ୍ରଦର୍ଶନ ହୋଇଥିବାରୁ ଦୀପକଙ୍କୁ ସମ୍ମାନିତ କରାଯାଇଛି ।

ଆଇସିସି ପୁରୁଷ କ୍ରିକେଟ୍ ପୁରସ୍କାର ତାଲିକା-

  • ସାର୍ ଗାରଫିଲ୍ଡ ସୋବର୍ସ ଟ୍ରଫି- (କ୍ରିକେଟର୍ ଅଫ୍ ଦି ଇୟର): ବେନ୍ ଷ୍ଟୋକ୍ସ (ଇଂଲଣ୍ଡ)
  • ଟେଷ୍ଟ କ୍ରିକେଟର୍ ଅଫ୍ ଦି ଇୟର୍‌: ପ୍ୟାଟ୍ କମିନ୍ସ (ଅଷ୍ଟ୍ରେଲିଆ)
  • ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍‌: ରୋହିତ୍ ଶର୍ମା (ଭାରତ)
  • ଟି-୨୦ ପରଫରମାନ୍ସ ଅଫ୍ ଦି ଇୟର୍‌: ଦୀପକ ଚହର୍ (ଭାରତ ୬/୭ ବନାମ ବାଂଲାଦେଶ)
  • ଏମର୍ଜିଂ କ୍ରିକେଟର୍ ଅଫ୍ ଦି ଇୟର୍‌: ମାର୍ନସ୍ ଲାବୁଶେନ୍ (ଅଷ୍ଟ୍ରେଲିଆ)
  • ଆସୋସିଏସନ୍ କ୍ରିକେଟର୍ ଅଫ୍ ଦି ଇୟର୍‌: କାଇଲ୍ କୋଏଜର୍ (ସ୍କଟଲ୍ୟାଣ୍ଡ୍‌)
  • ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର: ବିରାଟ୍ କୋହଲି
  • ଡେଭିଡ୍ ଶେଫର୍ ଟ୍ରଫି- (ଅମ୍ପାୟାର୍ ଅଫ୍ ଦି ଇୟର୍‌): ରିଚାର୍ଡ ଇଲିଙ୍ଗୱର୍ଥ

Intro:Body:

Hyderabad: Australia pacer Pat Cummins won ICC's '2019 Test Cricketer of the Year' award for his outstanding performances in the longest format of the game. 

"59 Test wickets in 2019, 14 more than any other bowler Pat Cummins is the 2019 Test Cricketer of the Year," the ICC tweeted.

Earlier, Indian opening batsman Rohit Sharma won the '2019 ODI Cricketer of the Year' award.

"5 CWC19 centuries, 7 ODI centuries in 2019 Your 2019 ODI Cricketer of the Year is Rohit Sharma," ICC said on Twitter.

Sharma was at his devastating best at the ICC Men's Cricket World Cup and he was the highest run-getter in the tournament. He amassed 648 runs from nine games in the premier tournament.

The cricket governing body also conferred India skipper Virat Kohli with the ICC's '2019 Spirit of Cricket' award. He bagged the prize for his gesture during the Cricket World Cup match between India and Australia. 

"Marnus Labuschagne had a stunning 2019 averaging 64.94 with the bat in Test cricket. A deserving winner of the 2019 ICC Men's Emerging Cricketer. #ICCAwards," ICC tweeted.

Labuschagne recently grabbed his career-best ranking and moved to the third place in the latest ICC Test player rankings after a match-winning double-century against New Zealand in Sydney.

The 25-year-old moved up one slot after scores of 215 and 59 in the third Test. He was the highest scorer in the series with 549 runs, while his five previous Tests that include two at home against Pakistan, saw him amass 896 runs.

ICC also announced Richard Illingworth as the 2019 Umpire of the Year.

While Deepak Chahar's T20I spell against Bangladesh was announced as the 2019 Best Men's T20I Spell.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.