ETV Bharat / sports

ପାକିସ୍ତାନ କ୍ରିକେଟରଙ୍କ ମୁହିଁରେ ଭାରତୀୟ ଖେଳାଳିଙ୍କ ପ୍ରଶଂସା

author img

By

Published : Mar 7, 2021, 1:25 PM IST

ଟେଷ୍ଟ ସିରିଜରେ ବିଜୟ ହାସଲ କରିବା ସହ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ତାଲିକାର ଶୀର୍ଷରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ । ତେବେ ଏହି ବିଜୟ ପରେ ପାକିସ୍ତାନ କ୍ରିକେଟର ଦାନିଶ କନେରିୟା ଭାରତୀୟ ଟିମକୁ ପ୍ରଶଂସାରେ ପୋତି ପକାଇଛନ୍ତି ।

ପାକିସ୍ତାନ କ୍ରିକେଟରଙ୍କ ମୁହିଁରେ ଭାରତୀୟ ଖେଳାଳିଙ୍କ ପ୍ରଶଂସା
ପାକିସ୍ତାନ କ୍ରିକେଟରଙ୍କ ମୁହିଁରେ ଭାରତୀୟ ଖେଳାଳିଙ୍କ ପ୍ରଶଂସା

କରାଚି:ଗତକାଲି(ଶନିବାର) ଇଂଲଣ୍ଡକୁ 4ର୍ଥ ଟେଷ୍ଟ ମ୍ୟାଚରେ ଭାରତ ପରାସ୍ତ କରି ଟେଷ୍ଟ ସିରିଜରେ ବିଜୟ ହାସଲ କରିବା ସହ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ତାଲିକାର ଶୀର୍ଷରେ ପହଞ୍ଚିଛି । ଏହାପରେ ସାରା ବିଶ୍ବ ଭାରତୀୟ ଖେଳାଳିଙ୍କ ବେଶ୍‌ ପ୍ରଶଂସା କରିଛନ୍ତି । ତେବେ ଏହି ସମୟରେ ପାକିସ୍ତାନ କ୍ରିକେଟର ଦାନିଶ କନେରିୟା ଭାରତୀୟ ଟିମକୁ ପ୍ରଶଂସାରେ ପୋତି ପକାଇଛନ୍ତି ।

  • Congratulations team India for Wining the series and qualifying in WTC finals and Asia best team to Qualified well deserved.
    The Rise of Team India’s Golden Young Generation.

    — Danish Kaneria (@DanishKaneria61) March 6, 2021 " class="align-text-top noRightClick twitterSection" data=" ">

ସେ ଟ୍ବିଟ କରି କହିଛନ୍ତି ଯେ, ସିରିଜ ଜିତିବା ଓ ଡବ୍ଲୁଟିସିର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଦଳକୁ ଅଭିନନ୍ଦନ । ଏସିଆର ବେଷ୍ଟ ଟିମ କ୍ବାଲିଫାଏ କରିଛି । ଏହି ଟିମ ଗୋଲ୍ଡେନ ୟଙ୍ଗ ଜନରେସନ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.