ETV Bharat / sports

'ଏସିଆ କପ ନେଇ ହୋଇନି କୌଣସି ନିଷ୍ପତି' - ଏସିଆନ କ୍ରିକେଟ କାଉନସିଲ

ପ୍ରଥମେ ଭାରତ ପାକିସ୍ତାନ ଦ୍ବିପାକ୍ଷିକ ସଂପର୍କ ପରେ ମହାମାରୀ କୋରୋନା ଭାଇରସ ଯୋଗୁଁ ଏସିଆ କପ ଆୟୋଜନ ଚିତ୍ର ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ..

Asia Cup
'ଏସିଆ କପ ନେଇ ହୋଇନି କୌଣସି ନିଷ୍ପତି'
author img

By

Published : Mar 30, 2020, 8:08 PM IST

ମୁମ୍ବାଇ: ପ୍ରଥମେ ଭାରତ ପାକିସ୍ତାନ ଦ୍ବିପାକ୍ଷିକ ସଂପର୍କ ପରେ ମହାମାରୀ କୋରୋନା ଭାଇରସ ଯୋଗୁଁ ଏସିଆ କପ ଆୟୋଜନ ଚିତ୍ର ଅସ୍ପଷ୍ଟ ରହିଛି । ଏସିଆ କପ 2020ର ଆୟୋଜକ ଚଳିତ ଥର ପାକିସ୍ତାନ ରହିଥିବା ବେଳେ, ଏହି ଟୁର୍ଣ୍ଣାମେଣ୍ଟର ଭବିଷ୍ୟତ ଅନ୍ଧାରରେ ରହିଛି ।

ଏସିଆ କପକୁ ନେଇ କୌଣସି ନିଷ୍ପତି ହୋଇନଥିବା କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ଏହସାନ ମଣି । ଚଳିତ ମାସ ଶେଷ ସପ୍ତାହରେ ଏସିଆନ କ୍ରିକେଟ କାଉନସିଲ ଏହି ଟୁର୍ଣ୍ଣାମେଣ୍ଟର ଭାଗ୍ୟକୁ ନେଇ ଚୁଡାନ୍ତ ନିଷ୍ପତି ନେବ ବୋଲି ସ୍ଥିର ହୋଇଥିଲା । ମାତ୍ର ଏସିସିର ବୈଠକ ସମ୍ଭବ ହୋଇପାରିନାହିଁ ।

ପୂର୍ବରୁ ପାକିସ୍ତାନ ଏହାର ଆୟୋଜକ ଥିବାରୁ ଭାରତ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ସ୍ପଷ୍ଟ କରିଥିଲା । ଏହାପରେ ନ୍ୟୁଟ୍ରାଲ ଭେନ୍ୟୁ ଦୁବାଇରେ ଏହି ଟୁର୍ଣ୍ଣାମେଣ୍ଚ ଖେଳାଯିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତିରେ ମହାମାରୀ କୋରୋନା ଭାଇରସର ସଂକ୍ରମଣ ଭୟ ଥିବାରୁ ଏହି ଟୁର୍ଣ୍ଣାମେଣ୍ଟର ସମ୍ଭାବନା କମ ବୋଲି କୁହାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.