ETV Bharat / sports

ବିରାଟ କୋହଲି ପ୍ରେରଣାର ଉତ୍ସ: ମହିଳା କୁସ୍ତିଯୋଦ୍ଧା ରିତୁ

author img

By

Published : Oct 22, 2020, 6:21 PM IST

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ନେଇ ମହିଳା କୁସ୍ତିଯୋଦ୍ଧା ରିତୁ ଫୋଗତଙ୍କ ବଡ ବୟାନ । କୋହଲିଙ୍କୁ ନିଜର ପ୍ରେରଣାର ଉତ୍ସ କହିଛନ୍ତି ରିତୁ ।

Big fan of Virat Kohli, he inspires me a lot: Ritu Phogat
ବିରାଟ କୋହଲି ପ୍ରେରଣାର ଉତ୍ସ: ରିତୁ ଫୋଗଟ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ନେଇ ମହିଳା କୁସ୍ତିଯୋଦ୍ଧା ରିତୁ ଫୋଗତଙ୍କ ବଡ ବୟାନ । କୋହଲିଙ୍କୁ ନିଜର ପ୍ରେରଣାର ଉତ୍ସ କହିଛନ୍ତି ରିତୁ ।

Big fan of Virat Kohli, he inspires me a lot: Ritu Phogat
ବିରାଟ କୋହଲି

ବିରାଟ କୋହଲି ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିଥାନ୍ତି ଏବଂ ପଡିଆରେ ନିଜର ଶତପ୍ରତିଶତ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତି । ଏହା କହିଛନ୍ତି ଓ୍ବାନ ଚମ୍ପିଆନସିପ ଷ୍ଟାର ରିତୁ ଫୋଗତ ।

କୋହଲି ବର୍ତ୍ତମାନ ଆଇପିଏଲ 2020ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପଟେନ ରହିଛନ୍ତି । ଏଯାବତ ଟିମର ପ୍ରଦର୍ଶନ ପ୍ରଭାବୀ ରହିବା ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ।

କ୍ରିକେଟ କଥା ଆସିଲେ ବିରାଟ କୋହଲିଙ୍କ ବଡ ଫ୍ୟାନ ଓ ଆଇପିଏଲର କଥା ଆସିଲେ ବିରାଟ କୋହଲି ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସଂପୂର୍ଣ୍ଣ ସମର୍ଥନ କରେ, ଏହା କହିଛନ୍ତି କୁସ୍ତିଯୋଦ୍ଧା ରିତୁ ଫୋଗଟ ।

ଅକ୍ଟୋବର 30ରେ ନୋଉ ସେର ପୋଭଙ୍କୁ ସହ ରିତୁଙ୍କ ମୁକାବିଲା ରହିଛି । ସୋସିଆଲ ମିଡିଆରେ କୋହଲିଙ୍କ ଟ୍ରେନିଂ ଭିଡିଓ ଦେଖି ଅନୁପ୍ରାଣିତ ହୋଇଥିବା କହିଛନ୍ତି ରିତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.