ETV Bharat / sports

ବର୍ଷାପରାରେ ବର୍ଷା, ମ୍ୟାଚ ବାତିଲ ନେଇ ନାଖୁସ ବିସିସିଆଇ

ଗ୍ରାଉଣ୍ଡ ଷ୍ଟାଫଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପାଲ ଦ୍ବାର ଘୋଢା ଯାଇଥିବା ପିଚରେ ମଧ୍ୟ ପାଣି ପସି ଯାଇଥିଲା । ଯାହା ଫଳରେ ବର୍ଷା ପରେ ମଧ୍ୟ ମ୍ୟାଚ ଖେଳିଯିବା ସମ୍ଭବ ପର ହୋଇନଥିଲା । ଯାହା ପାଇଁ ନାଖୁସ୍‌ ବିସିସିଆଇ ।

author img

By

Published : Jan 6, 2020, 9:42 PM IST

bcci-unimpressed-after-leaking-covers-see-umpires-call-off
ବର୍ଷାପରାରେ ବର୍ଷା, ମ୍ୟାଚ ବାତିଲ ନେଇ ନାଖୁସ୍ ବିସିସିଆଇ

ହାଇଦ୍ରାବାଦ: ନୂଆ ବର୍ଷର ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇସାରିଛି । ରବିବାର ଆସାମର ବର୍ଷାପରା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଘରୋଇ ଟି-20 ସିରିଜର ପ୍ରଥମ ମ୍ୟାଚ ବର୍ଷାରେ ଧୋଇଯାଇଛି ।ଏନେଇ ଆସାମ କ୍ରିକେଟ ଆସୋସିଏନକୁ ଟ୍ରୋଲ ହେବାକୁ ପଡିଛି । କାରଣ ଗ୍ରାଉଣ୍ଡ ଷ୍ଟାଫଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପାଲ ଦ୍ବାର ଘୋଢା ଯାଇଥିବା ପିଚରେ ମଧ୍ୟ ପାଣି ପସି ଯାଇଥିଲା । ଯାହା ଫଳରେ ବର୍ଷା ପରେ ମଧ୍ୟ ମ୍ୟାଚ ଖେଳିଯିବା ସମ୍ଭବ ପର ହୋଇନଥିଲା । ଯାହା ପାଇଁ ନାଖୁସ୍‌ ବିସିସିଆଇ ।

ତେବେ ଏନେଇ ଭାରତୀୟ ଦଳର ମ୍ୟାନେଜର ସଭାପତି ଓ ସମ୍ପାଦକଙ୍କ ନିକଟକୁ ଏକ ଲିଖିତ ଅଭିଯୋଗ ପଠାଇଛନ୍ତି । ମିଳିଥିବା ଖବର ଅନୁସାରେ ସ୍ଥାନୀୟ ଗ୍ରାଉଣ୍ଡ ଷ୍ଟାଫଙ୍କ ଦ୍ବାରା ହୋଇଥିବା ଭୁଲକୁ ଟିମ ମ୍ୟାନେଜର ଅଭିଯୋଗ ରିପୋର୍ଟରେ ଦର୍ଶାଇଛନ୍ତି ।

ଉଲ୍ଲେଥାଉ କି, ରବିବାର ବର୍ଷା ପରେ ପ୍ରାୟ ରାତି 9ଟା ସମସୟରେ ଦୁଇ ଫିଲ୍ଡି ଅମ୍ପେୟାର ପିଚ୍‌ ତଦାରଖ କରିବା ପାଇଁ ଆସିଥିଲେ । ମାତ୍ର ପିଚ୍‌ର ଅବସ୍ଥା ଖେଳିବା ଉପଯୋଗୀ ହୋଇନଥିବାରୁ ବାଧ୍ୟ ହୋଇ ମ୍ୟାଚ ବାତିଲ କରିବାକୁ ପଡିଥିଲା । ତେବେ ସିରିଜର 2ୟ ମ୍ୟାଚ ଆସନ୍ତାକାଲି (ମଙ୍ଗଳବାର) ଇନ୍ଦୋରର ହଲକୋର ଷ୍ଟାଡିୟମରେ ଖେଳାଯିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.