ETV Bharat / sports

ଶ୍ରୀଲଙ୍କାର ବିଶ୍ବକପ ବିଜୟୀ କୋଚ ହେଲେ ବରୋଦା ରଣଜୀ କୋଚ - ବରୋଦା କୋଚ ଡେଭ ହ୍ବାଟମୋର

ବରୋଦା ରଣଜୀ ଟିମର ମୁଖ୍ୟ କୋଚ ସହ କ୍ରିକେଟ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି ଡେଭ ହ୍ବାଟମୋର । ଆଗାମୀ 2ବର୍ଷ ପାଇଁ ଏହି ଦୁଇ ଗୁରୁଦାୟିତ୍ବ ତୁଲାଇବେ ହ୍ବାଟମୋର । ଏନେଇ ବୋର୍ଡର ସମ୍ପାଦକ ଅଜିତ ଲେଲେ ସୂଚନା ଦେଇଛନ୍ତି ।

Baroda appoints former World cup winning coach Dav whatmore as Director of Cricket
ଶ୍ରୀଲଙ୍କାର ବିଶ୍ବକପ ବିଜୟୀ କୋଚ ହେଲେ ବରୋଦା ରଣଜୀ କୋଚ
author img

By

Published : Apr 20, 2020, 11:08 AM IST

ଭଦୋଦରା: ନୂଆ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି ଶ୍ରୀଲଙ୍କାର ବିଶ୍ବକପ ବିଜୟୀ କୋଚ ଡେଭ ହ୍ବାଟମୋର । ବରୋଦା ରଣଜୀ ଟିମର ମୁଖ୍ୟ କୋଚ ସହ କ୍ରିକେଟ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି ହ୍ବାଟମୋର । ଆଗାମୀ 2ବର୍ଷ ପାଇଁ ଏହି ଦୁଇ ଗୁରୁଦାୟିତ୍ବ ତୁଲାଇବେ ହ୍ବାଟମୋର । ଏନେଇ ବୋର୍ଡର ସମ୍ପାଦକ ଅଜିତ ଲେଲେ ସୂଚନା ଦେଇଛନ୍ତି ।

Baroda appoints former World cup winning coach Dav whatmore as Director of Cricket
ଶ୍ରୀଲଙ୍କାର ବିଶ୍ବକପ ବିଜୟୀ କୋଚ ହେଲେ ବରୋଦା ରଣଜୀ କୋଚ

ହ୍ବାଟମୋର 1996 ବିଶ୍ବକପ ବିଜୟୀ ଶ୍ରୀଲଙ୍କା ଟିମର କୋଚ ରହିଥିଲେ । କେରଳ ଟିମରେ ପୂର୍ବରୁ 3ବର୍ଷ କାର୍ଯ୍ୟ କରିଛନ୍ତି ହ୍ବାଟମୋର । ସେ ତାଙ୍କପ କୋଚଥିବା ସମୟରେ ପ୍ରଥମ ଥର ପାଇଁ 2018-19 ରଣଜୀ ସିଜିନର ସେମିଫାଇନାଲରେ ପହଞ୍ଚିଥିଲା କେରଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.