ETV Bharat / sports

ମାସ୍କ ପିନ୍ଧି ଗ୍ରାଉଣ୍ଡରେ ବାଂଲା ଖେଳାଳିଙ୍କ ଅଭ୍ୟାସ - ଭାରତ-ବାଂଲାଦେଶ ଟି-20 ମ୍ୟାଚ

ଦିଲ୍ଲୀର ବାୟୁ ପ୍ରଦୂଷଣର ମାନକ 500 ଛୁଇଁଲାଣି। ହେଲେ ମ୍ୟାଚ ନିର୍ଦ୍ଧାରିତ ସମୟ ଓ ସ୍ଥାନରେ ଖେଳାଯିବ ବୋଲି କହିଛନ୍ତି ବିସିସିଆଇ ଅକ୍ଷ୍ୟକ୍ଷ । ଏପଟେ ଅତିଥି ଦଳ ମାସ୍କ ପିନ୍ଧି ଗ୍ରାଉଣ୍ଡରେ ଓହ୍ଲାଇବାକୁ ବାଧ୍ୟ ହୋଇଛି।

cricket
author img

By

Published : Nov 1, 2019, 10:54 AM IST

ନୂଆଦିଲ୍ଲୀ: ଆସନ୍ତା ରବିବାର ଠାରୁ ଆରମ୍ଭ ହେବ ଭାରତ-ବାଂଲାଦେଶ ମଧ୍ୟରେ ଟି-20 ଶୃଙ୍ଖଳା। ଦିଲ୍ଲୀରେ ପ୍ରଥମ ମ୍ୟାଚ ଖେଳାଯିବ। ଏହା ମଧ୍ୟରେ ଦିଲ୍ଲୀର ବାୟୁ ପ୍ରଦୂଷଣ ମାନକ 500 ଛୁଇଁଲାଣି। ଫଳରେ ବାଂଲା କ୍ରିକେଟର ଅଭ୍ୟାସ ପାଇଁ ମାସ୍କ ପିନ୍ଧି ଗ୍ରାଉଣ୍ଡକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ ।

ବାଂଲା ବ୍ୟାଟ୍ସମ୍ୟାନ ଲିଟନ ଦାସ ମାସ୍କ ପିନ୍ଧି ଅଭ୍ୟାସ କରୁଥିବା ନଜର ଆସିଥିଲେ। ଦିଲ୍ଲୀର ବାୟୁମଣ୍ଡଳ ସଙ୍ଗୀନ ସ୍ଥିତି ଦେଖି ମ୍ୟାଚ ସ୍ଥାନାନ୍ତରିତ ହେବାର ଆଶଙ୍କା ଉପରେ ବିରାମ ଲଗାଇଛନ୍ତି ବିସିସିଆଇ ଅକ୍ଷ୍ୟକ୍ଷ। ଏନେଇ ସେ କହିଛନ୍ତି ଯେ, ମ୍ୟାଚ ନିର୍ଦ୍ଧାରିତ ସମୟ ଓ ସ୍ଥାନରେ ଖେଳାଯିବ।

Intro:Body:

dgr

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.