ETV Bharat / sports

ଆଲେକ୍ସ କ୍ୟାରୀ ହେବାକୁ ଚାହାନ୍ତି ଅଷ୍ଟ୍ରେଲିଆ ଓପନର - Alex carey to open batting for Australia

ଅଷ୍ଟ୍ରେଲିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଆଲେକ୍ସ କ୍ୟାରୀ ନିଜ କ୍ରିକେଟ ଭବିଷ୍ୟତ ନେଇ ନୂଆ ଖୁଲାସା କରିଛନ୍ତି । ଦଳ ପାଇଁ ଓପନିଂ କରିବାକୁ ସେ ଆଶାବାଦୀ ଥିବା କହିଛନ୍ତି ।

Alex carey would 'love' to open batting for Australia in T20I
ଆଲେକ୍ସ କ୍ୟାରୀ ହେବାକୁ ଚାହାନ୍ତି ଅଷ୍ଟ୍ରେଲିଆ ଓପନର
author img

By

Published : May 9, 2020, 3:15 PM IST

ସିଡନି: ଅଷ୍ଟ୍ରେଲିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଆଲେକ୍ସ କ୍ୟାରୀ ନିଜ କ୍ରିକେଟ ଭବିଷ୍ୟତ ନେଇ ନୂଆ ଖୁଲାସା କରିଛନ୍ତି । ଟି-20 ଫର୍ମାଟରେ ଦଳ ପାଇଁ ଓପନିଂ କରିବାକୁ ସେ ଆଶାବାଦୀ ଥିବା କହିଛନ୍ତି ।

ତେବେ ବର୍ତ୍ତମାନର ଅଷ୍ଟ୍ରେଲିଆ ଟିମରେ ତାଙ୍କୁ ଓପନିଂ ସୁଯୋଗ ମିଳିବା କଷ୍ଟକର ବୋଲି ସେ ସ୍ବୀକାର କରିଛନ୍ତି । ଡେଭିଡ ୱାର୍ଣ୍ଣର ଓ ଆରୋନ ଫିଞ୍ଚଙ୍କ ଭଳି ଭେଟେରାନ ବ୍ୟାଟ୍ସମ୍ୟାନ ଦକ୍ଷ ଓପନର ରହିଛନ୍ତି । ଡେଭିଡ ୱାର୍ଣ୍ଣର, ଆରୋନ ଫିଞ୍ଚ, ଷ୍ଟିଭ ସ୍ମିଥ ଓ ଗ୍ଳେନ ମାକ୍ସୱେଲ ଅଷ୍ଟ୍ରେଲିଆ ଟିମର 4 ପ୍ରମୁଖ ଖେଳାଳି ବୋଲି କ୍ୟାରୀ କହିଛନ୍ତି ।

ଆଇପିଏଲ ଟିମ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ 2020 ଆଇପିଏଲରେ ନଜର ଆସିଥାନ୍ତେ ଆଲେକ୍ସ କ୍ୟାରୀ । ମାତ୍ର କୋରୋନା ଭାଇରସ ଲକଡାଉନ ଯୋଗୁଁ ଏହି ମେଗା ଟୁର୍ଣ୍ଣାମେଣ୍ଟକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବାତିଲ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.