ହାଇଦ୍ରାବାଦ: ଆଫଗାନିସ୍ତାନ ଟିମ ଇଣ୍ଡିଜ ବିପକ୍ଷରେ ନିଜର ଘରୋଇ କ୍ରିକେଟ ସିରିଜ ଖେଳିବା ପାଇଁ ରବିବାର ରାତିରେ ଲକ୍ଷ୍ନୌ ପହଞ୍ଚିଛନ୍ତି । ଲକ୍ଷ୍ନୌ ସ୍ଥିତ ଇକାନା ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ପ୍ରଥମ ଏକ ଦିବସୀୟ ମ୍ୟାଚ ଖେଳାଯିବ । ଏହି ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ-ଆଫଗାନିସ୍ତାନ ମଧ୍ୟରେ 3 ଅନ୍ତରାଷ୍ଟ୍ରୀୟ ଟି-20 ମ୍ୟାଚ ଓ 3ଟି ଏକ ଦିବସୀୟ ମ୍ୟାଚ ଖେଳାଯିବ ।
ତେବେ ବିପକ୍ଷ ଦଳ 31 ଅକ୍ଟୋବର ମଧ୍ୟରେ ଭାରତ ଆସିବାର ସମ୍ଭାବନା ରହିଛି ।