ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ: ଘରୋଇ ଦଳ ବିପକ୍ଷରେ ରାଜକୋଟ ରେକର୍ଡ - ଭାରତ ବନାମ ଅଷ୍ଟ୍ରେଲିଆ ନ୍ୟୁଜ

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର 2ୟ ମ୍ୟାଚ ଖେଳାଯିବ। ରାଜକୋଟର ରେକର୍ଡ ବିରାଟ ବାହିନୀର ଚିନ୍ତା ବଢାଇଛି। ଅଧିକ ପଢନ୍ତୁ...

India-Australia Rajkot ODI
ଭାରତ ବନାମ ଅଷ୍ଟ୍ରେଲିଆ
author img

By

Published : Jan 17, 2020, 9:21 AM IST

ରାଜକୋଟ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର 2ୟ ମ୍ୟାଚ ଖେଳାଯିବ। ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ(ଏସସିଏ) ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ। ଉଭୟ ଦଳ ମ୍ୟାଚ ପାଇଁ ଅଛନ୍ତି ପ୍ରସ୍ତୁତ।

ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ହରାଇ ସାମାନ୍ୟ ଚିନ୍ତାରେ ରହିଛି ଭାରତୀୟ ଦଳ। ଅନ୍ୟପଟେ ଟିମ ଇଣ୍ଡିଆ ପାଖରେ ଏହି ମ୍ୟାଚରେ ସିରିଜ ବଞ୍ଚାଇବାର ଶେଷ ସୁଯୋଗ ରହିଛି। 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ଜିତି 1-0ରେ ଆଗୁଆ ରହିଛି ଭ୍ରମଣକାରୀ ଅଷ୍ଟ୍ରେଲିଆ।

ରାଜକୋଟର ରେକର୍ଡ ବିରାଟ ବାହିନୀର ଚିନ୍ତା ବଢାଇଛି। ଏହି ଗ୍ରାଉଣ୍ଡରେ ଭାରତୀୟ ଦଳ 11 ଜାନୁୟାରୀ 2013ରେ ଇଂଲଣ୍ଡ ବିପକ୍ଷ ଖେଳିଥିଲା। ଏକ କଡା ମୁକାବିଲାରେ 9 ରନରେ ଇଂଲଣ୍ଡ ଠାରୁ ପରାଜିତ ହୋଇଥିଲା ଭାରତ। ଏହାପରେ 2ୟ ଦିନିକିଆ 18 ଅକ୍ଟୋବର 2015ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲା ଭାରତ। ଏହି ମ୍ୟାଚରେ ମଧ୍ୟ 18 ରନରେ ଟିମ ଇଣ୍ଡିଆକୁ ମାତ ଦେଇଥିଲା ଦକ୍ଷିଣ ଆଫ୍ରିକା।

ଅନ୍ୟପଟେ ରାଜକୋଟର ରେକର୍ଡ ଅଷ୍ଟ୍ରେଲିଆ ସପକ୍ଷରେ ରହିଛି । ଭ୍ରମଣକାରୀ ଦଳ ଏହି ଷ୍ଟାଡିମୟ 7 ଅକ୍ଟୋବର1986 ମସିହାର ଖେଳିଥିଲା। 261 ରନକୁ ପିଛା କରି 7 ୱିକେଟରେ ବିଜୟୀ ହୋଇଥିଲା କଙ୍ଗାରୁ ଦଳ। ତତ୍କାଳୀନ ଅଷ୍ଟ୍ରେଲିଆ କ୍ୟାପଟେନ ଆଲାନ ବର୍ଡର ଅପରାଜିତ 91 ରନର ଇଂନିସ ଖେଳିଥିଲେ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ରାଜକୋଟରେ ଖେଳାଯାଇଥିବା ଏକାମାତ୍ର ଟି20 ମ୍ୟାଚରେ ବିଜୟୀ ହୋଇଥିଲା ଘରୋଇ ଦଳ। ଆଜିର ମ୍ୟାଚରେ ପୂର୍ବ ରେକର୍ଡକୁ ଭଙ୍ଗ କରି ବିଜୟୀ ହେବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.