ହାଇଦ୍ରାବାଦ: ବାଂଲାଦେଶ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଛି ତୃତୀୟ ଦିନିକିଆ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ବାଂଲାଦେଶ(Bangladesh won the toss and elected to field) । ଫଳରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବ ଭାରତ । ପ୍ରଥମ ଓ ଦ୍ବିତୀୟ ଦିନିକିଆରେ ପରାସ୍ତ ହେବା ପରେ ଆଜି ଅନ୍ତିମ ଦିନିକିଆ ଜିତିବା ଲକ୍ଷ୍ୟ ରଖିଛି ଭାରତ । ଭାରତ ଚୁଡାନ୍ତ ଏକାଦଶ ଦଳରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।
-
3RD ODI. Bangladesh won the toss and elected to field. https://t.co/HGnEqtZJsM #BANvIND
— BCCI (@BCCI) December 10, 2022 " class="align-text-top noRightClick twitterSection" data="
">3RD ODI. Bangladesh won the toss and elected to field. https://t.co/HGnEqtZJsM #BANvIND
— BCCI (@BCCI) December 10, 20223RD ODI. Bangladesh won the toss and elected to field. https://t.co/HGnEqtZJsM #BANvIND
— BCCI (@BCCI) December 10, 2022
ଭାରତ ଚୂଡାନ୍ତ ଏକାଦଶ: କେଏଲ ରାହୁଲ(ଅଧିନାୟକ), ଶିଖର ଧୱନ, ଈଶାନ କିଶନ,ବିରାଟ କୋହଲି, ଶ୍ରେୟସ ଆୟର, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରାହୁଲ ତ୍ରିପାଠୀ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ ମହମ୍ମଦ ସିରାଜ ଓ ଉମ୍ରାନ ମଲିକ।
ବାଂଲାଦେଶ ଚୂଡାନ୍ତ ଏକାଦଶ: ଲିଟନ୍ ଦାସ (ଅଧିନାୟକ), ସାକିବ୍ ଅଲ୍ ହାସନ୍, ୟସିର ଅଲି, ମୁସଫିକର ରହିମ୍,ମହମ୍ମଦୁଲ୍ଲା, ଅଫିଫ ହୋସେନ୍, ମେହଦି ହାସନ୍ ମିରାଜ, ଏବାଦତ ହୋସେନ୍,ମୁସ୍ତାଫିଜୁର ରହମାନ, ତସକିନ ଅହମେଡ ଓ ଆନାମୁଲ ହକ୍ୟୁ ।