ବ୍ୟାଙ୍କକକ: ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ବାଲ ଓ ଏଚଏସ ପ୍ରଣୟଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ବ୍ୟାଙ୍କକ ପହଞ୍ଚି 3ୟଥର କୋରୋନା ଟେଷ୍ଟ ବେଳେ ଉଭୟ କୋରୋନା ଆକ୍ରାନ୍ତ ବୋଲି ଜଣାପଡିଛି । ଫଳରେ ଥାଇଲାଣ୍ଡ ଓପନରୁ ବାଦ୍ ପଡିଛନ୍ତି ସାଇନା ।
-
3rd COVID test here in bangkok 😢😢... The tournament starts tomorrow 👍👍 #bangkok #Thailandopen #tournament #badminton pic.twitter.com/Lc5c7YZkQa
— Saina Nehwal (@NSaina) January 11, 2021 " class="align-text-top noRightClick twitterSection" data="
">3rd COVID test here in bangkok 😢😢... The tournament starts tomorrow 👍👍 #bangkok #Thailandopen #tournament #badminton pic.twitter.com/Lc5c7YZkQa
— Saina Nehwal (@NSaina) January 11, 20213rd COVID test here in bangkok 😢😢... The tournament starts tomorrow 👍👍 #bangkok #Thailandopen #tournament #badminton pic.twitter.com/Lc5c7YZkQa
— Saina Nehwal (@NSaina) January 11, 2021
ତେବେ ଥାଇଲାଣ୍ଡର କୋରୋନା ପ୍ରୋଟକଲ୍ସ ଅନୁସାରେ ଉଭୟ 10 ଦିନ ପାଇଁ ହସ୍ପିଟାଲରେ ରହିବେ ।
ସୂଚନାଥାଇକି, ଆଜି ଠାରୁ ଥାଇଲାଣ୍ଡ ଓପନ ଆରମ୍ଭ ହେବାକୁ ଯାଉଛି । ତେବେ ରିପୋର୍ଟ ପଜିଟିଭ ଆସିଥିବାରୁ ସେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ପାରିବେନି ବୋଲି ଟ୍ବିଟ କରି କହିଛନ୍ତି ସାଇନା ।