ETV Bharat / sports

ଥାଇଲାଣ୍ଡ ଓପନ: ବାଦ ପଡିଲେ ସାଇନା, ଶ୍ରୀକାନ୍ତ, ସାତ୍ବିକ-ଚିରାଗ

ଭାରତୀୟ ଷ୍ଟାର ମହିଳା ସର୍ଟଲର ସାଇନା ନେହୱାଲ, କିଦାମ୍ବି ଶ୍ରୀକାନ୍ତ ଓ ପୁରୁଷ ଯୁଗଳ ଯୋଡି ସାତ୍ବିକ ସାଇରାଜ ରାଙ୍କିରେଡ୍ଡି - ଚିରାଗ ସେଟ୍ଟି ଗୁରୁବାର ବ୍ୟାଙ୍କ୍‌କରେ ଖେଳାଯାଉଥିବା BWF ସୁପର- 1000 ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 14, 2021, 4:34 PM IST

Thailand Open: Saina Nehwal bows out in 2nd Round
ଥାଇଲାଣ୍ଡ ଓପନ: ବାଦ ପଡିଲେ ସାଇନା, ଶ୍ରୀକାନ୍ତ, ସାତ୍ବିକ-ଚିରାଗ

ହାଇଦ୍ରାବାଦ: ଭାରତୀୟ ଷ୍ଟାର ମହିଳା ସର୍ଟଲର ସାଇନା ନେହୱାଲ, କିଦାମ୍ବି ଶ୍ରୀକାନ୍ତ ଓ ପୁରୁଷ ଯୁଗଳ ଯୋଡି ସାତ୍ବିକସାଇରାଜ ରାଙ୍କିରେଡ୍ଡି - ଚିରାଗ ସେଟ୍ଟି ଗୁରୁବାର ବ୍ୟାଙ୍କ୍‌କରେ ଖେଳାଯାଉଥିବା BWF ସୁପର- 1000 ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।

  • YONEX Thailand Open
    WS - Round of 16
    21 21 21 🇹🇭Busanan ONGBAMRUNGPHAN🏅
    23 14 16 🇮🇳Saina NEHWAL

    🕗 in 68 minutes
    https://t.co/6IhnnnMovR

    — BWFScore (@BWFScore) January 14, 2021 " class="align-text-top noRightClick twitterSection" data=" ">

ଥାଇଲାଣ୍ଡର ବୁସାନନ ଓଙ୍ଗବାମୃଙ୍ଗଫନଙ୍କ ଠାରୁ ସାଇନା 23-21, 14-21, 16-21 ସେଟ୍‌ରେ ପରାସ୍ତ ହୋଇ ବାଦ ପଡିଛନ୍ତି। ମାଂସପେଶୀ ଯନ୍ତ୍ରଣା ଯୋଗୁଁ ଶ୍ରୀକାନ୍ତ ନିଡଆଡୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି ।

ସେହିପରି ସାତ୍ବିକ ଓ ଚିରାଗ ମହମ୍ମଦ ଏହସାନ ଓ ହେନ୍ଦ୍ରା ସେତିଆୱାନଙ୍କ ଠାରୁ 19-21 ଓ 17-21 ସେଟ୍‌ରେ ପରାଜିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.