ETV Bharat / sports

ସ୍ବିସ ଓପନ: କ୍ବାର୍ଟର ଫାଇନାଲରେ ଶ୍ରୀକାନ୍ତ

author img

By

Published : Mar 4, 2021, 4:55 PM IST

ଭାରତୀୟ ଷ୍ଟାର ବ୍ୟାଟମିଣ୍ଟନ ଷ୍ଟାର କିଦାମ୍ବି ଶ୍ରୀକାନ୍ତ ଗୁରୁବାର ଫ୍ରାନ୍ସର ଥୋମାସ ରାଉକ୍ସେଲଙ୍କୁ ହରାଇ ସ୍ବିସ ଓପନ ସୁପର 300 ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

Swiss Open: Srikanth through to quarter-finals
ସ୍ବିସ ଓପନ: କ୍ବାର୍ଟର-ଫାଇନାଲରେ ଶ୍ରୀକାନ୍ତ

ବାସେଲ: ଭାରତୀୟ ଷ୍ଟାର ବ୍ୟାଟମିଣ୍ଟନ ଷ୍ଟାର କିଦାମ୍ବି ଶ୍ରୀକାନ୍ତ ଗୁରୁବାର ଫ୍ରାନ୍ସର ଥୋମାସ ରାଉକ୍ସେଲଙ୍କୁ ହରାଇ ସ୍ବିସ ଓପନ ସୁପର 300 ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । 52 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚରେ 21-10, 14-21, 21-14 ସେଟ୍‌ରେ ବିଜୟୀ ହୋଇଛନ୍ତି ଶ୍ରୀକାନ୍ତ ।

ଏଚ.ଏସ୍‌ ପ୍ରଣୟଙ୍କୁ ହରାଇଥିବା ନେରଲାଣ୍ଡସର ମାର୍କ କାଲିଓଉଭ କିମ୍ବା କାଣ୍ଟାଫନ ୱଙ୍ଗଚାରୋଏନଙ୍କୁ କ୍ବାର୍ଟରରେ ଭେଟିବେ ଶ୍ରୀକାନ୍ତ ।

ସାତ୍ବିକ ସାଇରାଜ ରେଙ୍କିରେଡ୍ଡି ଓ ଅଶ୍ବିନି ପୋନାପ୍ପା ମଧ୍ୟ ମିକ୍ସ ଡବଲ୍ସ ବର୍ଗରେ କ୍ବାର୍ଟରରେ ପ୍ରବେଶ କରିଛନ୍ତି । ଇଣ୍ଡୋନେସିଆ ଯୋଡି ରିନୋଭ ରିଭାଲ୍ଡି ଓ ପିଥା ହାନିଂତସ ମେନ୍ତାରିଙ୍କୁ 21-18, 21-16ଙ୍କୁ ହରାଇଛନ୍ତି ରେଙ୍କିରେଡ୍ଡି ଓ ପୋନାପ୍ପା ଯୋଡି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.