ବାସେଲ: ବିଶ୍ବ ଚମ୍ପିଆନ ପିଭି ସିନ୍ଧୁ ସ୍ବିସ ଓପନ 2021ରେ ରନର୍ସଅପ ହୋଇଛନ୍ତି । ମହିଳା ଏକକ ବର୍ଗର ଫାଇନାଲରେ କାରୋଲିନା ମାରିନଙ୍କ ଠାରୁ ପରାସ୍ତ ହେବା ପରେ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ସିନ୍ଧୁ ।
ରବିବାର ଖେଳାଯାଇଥିବା ମେଗା ଫାଇନାଲ ମୁକାବିଲାରେ 12-21, 5-21 ସେଟ୍ରେ ସ୍ପାନିସ ଅଲମ୍ପିକ ଚମ୍ପିଆ ତଥା ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର 3 ନମ୍ବର ସ୍ଥାନରେ ଥିବା କାରୋନିଲା ମାରିନ ବିଜୟୀ ହୋଇଛନ୍ତି ।
-
South Africa Women win the first @Paytm #INDWvSAW ODI by 8 wickets. #TeamIndia will look to bounce back in the 2nd ODI of the series.
— BCCI Women (@BCCIWomen) March 7, 2021 " class="align-text-top noRightClick twitterSection" data="
Scorecard👉 https://t.co/c9x1NcoVQ8 pic.twitter.com/3lMqxiS0Qf
">South Africa Women win the first @Paytm #INDWvSAW ODI by 8 wickets. #TeamIndia will look to bounce back in the 2nd ODI of the series.
— BCCI Women (@BCCIWomen) March 7, 2021
Scorecard👉 https://t.co/c9x1NcoVQ8 pic.twitter.com/3lMqxiS0QfSouth Africa Women win the first @Paytm #INDWvSAW ODI by 8 wickets. #TeamIndia will look to bounce back in the 2nd ODI of the series.
— BCCI Women (@BCCIWomen) March 7, 2021
Scorecard👉 https://t.co/c9x1NcoVQ8 pic.twitter.com/3lMqxiS0Qf
ସ୍ବିସ ଓପନ ସୁପର 300 ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ସିନ୍ଧୁ ସ୍ବର୍ଣ୍ଣ ଜିତିବେ ବୋଲି ଆଶା ରହିଥିଲା । ମାତ୍ର ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ମାରିନ ପୁଣି ଏକ ମେଗା ଟୁର୍ଣ୍ଣାମେଣ୍ଟରେ ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର 7 ନଂସ୍ଥାନରେ ଥିବା ସିନ୍ଧୁଙ୍କୁ ହରାଇବାରେ ସଫଳ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ