ETV Bharat / sports

ପରାଜୟ ସହ ଥାଇଲାଣ୍ଡ ମାଷ୍ଟର୍ସରୁ ସାଇନା ବାଦ

ଭାରତୀୟ ଷ୍ଟାର ସର୍ଟଲର ସାଇନା ନେହୱାଲଙ୍କ ଖରାପ ଫର୍ମ ଜାରି ରହିଛି । ଥାଇଲାଣ୍ଡ ମାଷ୍ଟର୍ସ ସୁପର 300 ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ହିଁ ପରାସ୍ତ ହୋଇ ବାଦ ପଡିଛନ୍ତି ସାଇନା । ଅଧିକ ପଢନ୍ତୁ...

author img

By

Published : Jan 23, 2020, 9:10 AM IST

Thailand Masters
ଥାଇଲାଣ୍ଡ ମାଷ୍ଟର୍ସରୁ ସାଇନା ବାଦ

ବ୍ୟାଙ୍କକ୍‌: ଭାରତୀୟ ଷ୍ଟାର ସର୍ଟଲର ସାଇନା ନେହୱାଲଙ୍କ ଖରାପ ଫର୍ମ ଜାରି ରହିଛି । ଥାଇଲାଣ୍ଡ ମାଷ୍ଟର୍ସ ସୁପର 300 ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ହିଁ ପରାସ୍ତ ହୋଇ ବାଦ ପଡିଛନ୍ତି ସାଇନା । ଡେନମାର୍କର ଲାଇନ ହୋଜମାର୍କଙ୍କ ଠାରୁ 13-21, 21-17, 15-21 ସେଟରେ ପରାଜିତ ହୋଇଛନ୍ତି ସାଇନା ।

Thailand Masters
ସମୀର ବର୍ମା

ତେବେ ପୂର୍ବ 4ଟି ମୁକାବିଲାରେ ହୋଜମାର୍କଙ୍କୁ ହରାଇଥିଲେ ସାଇନା । ଏହି ମ୍ୟାଚ ପୂର୍ବରୁ ହୋଜମାର୍କଙ୍କୁ ସାଇନାଙ୍କ ଦୁର୍ବଳ ପ୍ରତିଦନ୍ଦ୍ବି ବୋଲି କୁହାଯାଉଥିଲା । ମାତ୍ର ଏହା ଭୁଲ ପ୍ରମାଣିତ ହୋଇଛି ।

Thailand Masters
ଏଚ ଏସ ପ୍ରଣୟ

ସାଇନାଙ୍କ ସମେତ 4ଭାରତୀୟ ସର୍ଟଲର ପ୍ରଥମ ରାଉଣ୍ଡର ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ପୁରୁଷ ଏକକ ବର୍ଗରେ କିଦାମ୍ବି ଶ୍ରୀକାନ୍ତ, ସମୀର ବର୍ମା ଓ ଏଚ ଏସ ପ୍ରଣୟ ପରାସ୍ତ ହୋଇଛନ୍ତି । ମହିଳା ଏକକ ବର୍ଗରେ ଏକମାତ୍ର ଭାରତୀୟ ମହିଳା ସର୍ଟଲର ଭାବେ ଭାଗ ନେଇଥିବା ସାଇନା ନେହୱାଲ ପରାଜିତ ହୋଇଛନ୍ତି ।

Thailand Masters
କିଦାମ୍ବି ଶ୍ରୀକାନ୍ତ

ପ୍ରଣୟ ମାଲେସିଆର ଲିୟୁ ଡାରେନଙ୍କ ଠାରୁ 21-17, 20-22, 21-19, ସେଟରେ ପରାଜିତ ହୋଇଛନ୍ତି । ଇଣ୍ଡୋନେସିଆର ଶେସାର ହିରୋନ ରୁସ୍ତାବିତଙ୍କ ଠାରୁ ଶ୍ରୀକାନ୍ତ21-12, 14-21, 11-21 ସେଟରେ ପରାଜିତ ହୋଇଛନ୍ତି । ଅନ୍ୟପଟେ ମାଲେସିଆର ଲି ଜି ଜା 16-21, 15-21, ସେଟରେ ଯୁବ ଭାରତୀୟ ସର୍ଟଲର ସମୀର ବର୍ମାଙ୍କୁ ପରାସ୍ତ କରିଛନ୍ତି ।

Thailand Masters
ଥାଇଲାଣ୍ଡ ମାଷ୍ଟର୍ସ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.