ETV Bharat / sports

ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତା: 11ତମ ସ୍ଥାନରେ ସାଇପ୍ରଣୀତ, ଖସିଲେ ସାଇନା - କାଶିତ ବିଶ୍ବ ବ୍ୟାଡମିଣ୍ଟନ ର୍ୟାକିଙ୍ଗ

ସଦ୍ୟ ପ୍ରକାଶିତ ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାରେ ଭାରତୀୟ ଷ୍ଟାର ସଟଲର ସାଇପ୍ରଣୀତ କ୍ୟାରିୟରର ଶ୍ରେଷ୍ଠ 11ତମ ସ୍ଥାନରେ ପହଞ୍ଚିଛନ୍ତି । ଅଲମ୍ପିକ ମେଡାଲ ବିଜେତା ସାଇନା ନେହୱାଲ 8ନଂ ସ୍ଥାନରୁ ଖସି 9 ନଂରେ ପହଞ୍ଚିଛନ୍ତି ।

ସାଇପ୍ରଣୀତ
author img

By

Published : Oct 22, 2019, 11:52 PM IST

Updated : Oct 22, 2019, 11:58 PM IST

ନୂଆଦିଲ୍ଲୀ: ପ୍ରକାଶ ପାଇଛି ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତା । ଭାରତୀୟ ଷ୍ଟାର ସଟଲର ସାଇପ୍ରଣୀତ କ୍ୟାରିୟରର ଶ୍ରେଷ୍ଠ 11 ତମ ସ୍ଥାନରେ ପହଞ୍ଚିଛନ୍ତି ।

ଡେନମାର୍କ ଓପନରେ 2 ଥର ର ଅଲମ୍ପିକ ଓ 5ଥରର ବିଶ୍ବ ଚମ୍ପିଆନ ଟାଇଟଲ ବିଜେତା ଲି ଡାନଙ୍କୁ ଗତ ସପ୍ତାହରେ ହରାଇଥିଲେ । ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସାଇପ୍ରଣୀତ ବ୍ରୋଞ୍ଜ ମେଡାଲ ବିଜୟୀ ହୋଇଥିଲେ ।

Saina Nehwal
ସାଇନା ନେହୱାଲ

ଅନ୍ୟ ଭାରତୀୟ ସଟଲରଙ୍କ ମଧ୍ୟରେ ଅଲମ୍ପିକ ମେଡାଲ ବିଜେତା ସାଇନା ନେହ୍ବାଲ 8ନଂ ସ୍ଥାନ ଖସି 9 ନଂରେ ପହଞ୍ଚିଛନ୍ତି । ବିଶ୍ବ ମାନ୍ୟତାର ପୂର୍ବତନ 6ନଂ ଭାରତୀୟ ସଟଲର ପାରୁପଲ୍ଲୀ କଶ୍ୟପ ଶ୍ରେଷ୍ଠ 25 ମଧ୍ୟରେ ରହିଛନ୍ତି ।

BWF rankings
ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତା

Intro:Body:

BLANK

Conclusion:
Last Updated : Oct 22, 2019, 11:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.