ETV Bharat / sports

କୋରୋନା ଭୟ: 23ମାର୍ଚ୍ଚରୁ ବିଏଫ୍‌ଆଇ ଅଫିସ ବନ୍ଦ, ଘରେ ରହି କାମ କରିବେ ଷ୍ଟାଫ

author img

By

Published : Mar 21, 2020, 6:17 AM IST

କ୍ରୀଡା ଜଗତକୁ କୋରୋନା ଭୟ । 23 ମାର୍ଚ୍ଚରୁ ବିଏଫ୍‌ଆଇ ଅଫିସ ବନ୍ଦ । ଘରେ ରହି କାମ କରିବେ ଷ୍ଟାଫ ।

bfi
bfi

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ସଂଘ(ବିଏଆଇ) କୋରୋନା ଭାଇରାସର ଆତଙ୍କକୁ ଦେଖି 23ମାର୍ଚ୍ଚରୁ ଅଫିସ ବନ୍ଦ ରଖିବାର ନିଷ୍ପତ୍ତି ନେଇଛି । ଷ୍ଟାଫଙ୍କ ସ୍ବାସ୍ଥ୍ୟକୁ ନଜରରେ ଏହି ନିଷ୍ପତ୍ତି ନେଇଛି ।

ବିଏଆଇ କହିଛି ଯେ, 31ମାର୍ଚ୍ଚ ପରେ ସ୍ଥିତି ସମୀକ୍ଷା କରାଯିବ । ଷ୍ଟାଫମାନେ ଘରୁ କାମ କରିବେ ଓ ଅତ୍ୟନ୍ତ ଜରୁରୀ ଥିଲେ ଅଫିସ ଆସିବେ ନହେଲେ ଘରେ ରହି କାମ କରିବିକୁ କୁହାଯାଇଛି ।

ବିଏଆଇ ପୂର୍ବରୁ ବିସିସିଆଇ, ବଙ୍ଗଳା କ୍ରିକେଟ ସଂଘ ଓ ମହାରାଷ୍ଟ୍ର କ୍ରିକେଟ ସଂଘ ନିଜ ନିଜ ଅଫିସ ବନ୍ଦ କରି ସାରିଲେଣି । କ୍ରୀଡାମନ୍ତ୍ରଳାୟ ବି ସମସ୍ତ ଜାତୀୟ କ୍ରୀୟ ମହାସଂଘକୁ 15 ଏପ୍ରିଲ ୟାଏଁ ସମସ୍ତ କାର୍ଯ୍ୟସୂଚୀକୁ ବନ୍ଦ ରଖିବାକୁ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.