ETV Bharat / sitara

ଶେହନାଜ ଗିଲ୍‌ଙ୍କ ଡାଇଲଗ୍‌ର ମ୍ୟୁଜିକ୍ ଭିଡିଓ ଭାଇରାଲ - ଶେହନାଜ ଗିଲ୍ ଙ୍କ ଡାଇଲଗ୍ ର ମ୍ୟୁଜିକ୍ ଭିଡିଓ ଭାଇରାଲ

ଏବେ ମ୍ୟୁଜିକ ନିର୍ମାତା ୟଶ ରାଜ ମୁଖାତେଙ୍କ ଏକ ନୂଆ କ୍ରିଏସନ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବିଗବସ ଫେମ ଶେହନାଜ ଗିଲ୍ ଙ୍କ ଏକ ଡାଇଲଗ୍ କୁ ନେଇ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ...

yashraj--new-video-shehnaz-gill-tommy-dialogue-with-beats-viral
ଶେହନାଜ ଗିଲ୍ ଙ୍କ ଡାଇଲଗ୍ ର ମ୍ୟୁଜିକ୍ ଭିଡିଓ ଭାଇରାଲ
author img

By

Published : Dec 9, 2020, 7:17 PM IST

ନୂଆଦିଲ୍ଲୀ : 'ରସୋଡି ମେ କୌନ୍ ଥା' ଡାଇଲଗ୍ ର ର୍ୟାପ୍ ଗୀତ ପ୍ରସ୍ତୁତ କରିଥିବା ମ୍ୟୁଜିକ ନିର୍ମାତା ୟଶ ରାଜ ମୁଖାତେ ଏବେ ସୋସିଆଲ ମିଡିଆରେ ଷ୍ଟାର ସାଜିଛନ୍ତି ।

ଏବେ ତାଙ୍କର ଆଉ ଏକ ନୂଆ କ୍ରିଏସନ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବିଗବସ ଫେମ ଶେହନାଜ ଗିଲ୍ ଙ୍କ ଏକ ଡାଇଲଗ୍ କୁ ନେଇ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ 16 ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଛି ।

ଭିଡିଓରେ ଶେହନାଜ ଦୁଃଖ ମନରେ କହିଛନ୍ତି, ତୋ କ୍ୟା ମେ ମର ଯାଉଁ, ତୁମାରି ଫିଲିଙ୍ଗ ତୁମାରି... ତୁମାରା କୁତା ଟମି ଏବଂ ଅର ହମାରା କୁତା କୁତା (ତ୍ବାଡା କୁତା ଟମି, ସାଡା କୁତା କୁତା ) ।

ଏହି ଭିଡିଓକୁ ନେଇ, ୟଶ ଢୋଲର ଟ୍ବିନ ସେଟ୍ କରି ଏକ ସାନନ୍ଦାର ମ୍ୟୁଜିକ୍ ଲଗାଇଛନ୍ତି । ଶେହନାଜଙ୍କ ଏହି ଡାଇଲଗ୍ ସହିତ ୟଶଙ୍କ ବିଟସ୍ କମାଲ କରିଛି ।

ଭିଡିଓ ସେୟାର କରି ୟଶ ଲେଖିଛନ୍ତି,ଟମି । ଦୁଃଖ, ଯନ୍ତ୍ରଣା, ଲୁହ, ଅନୁଭବ । ଶେହନାଜ ଯେକୌଣସି ଭାଷାରେ ମଧ୍ୟ ପଞ୍ଜାବୀ କହିପାରନ୍ତି । #yashrajmukhate #shehnaazgill #biggboss #dialoguewithbeats #bhangra #tommy #feelings ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.