ETV Bharat / sitara

ଦିଲ୍ଲୀ କ୍ରାଇମକୁ ମିଳିବ ଆନ୍ତର୍ଜାତୀୟ ଆୱାର୍ଡ, ଗର୍ବିତ ଷ୍ଟାରକାଷ୍ଟ - ଏମି ଆଓ୍ବାର୍ଡସରେ ମନୋନୀତ ହେଲା ଦିଲ୍ଲୀ କ୍ରାଇମ

ୱେବ୍ ସିରିଜ୍ ଦିଲ୍ଲୀ କ୍ରାଇମ୍ ଇଣ୍ଟରନ୍ୟାସନାଲ ଏମି ଆଓ୍ବାର୍ଡସ 2020 ପାଇଁ ମନୋନୀତ ହୋଇଛି । ଏହି ହିଟ୍ ସୋ ରେ ଅଭିନୟ କରୁଥିବା ଅଭିନେତ୍ରୀ ରସିକା ଡୁଗଲ୍ ଅନୁଭବ କରୁଛନ୍ତି ଯେ,ମୁଁ ଅନୁଭବ କରୁଛି ଦିଲ୍ଲୀ କ୍ରାଇମ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଭାବରେ ନିର୍ମିତ ପ୍ରୋଜେକ୍ଟ । ମୁଁ ଏଥିରେ କାମ କରିଥିବାରୁ ଗର୍ବିତ । ଅଧିକ ପଢନ୍ତୁ...

Rasika Dugal on Delhi Crime making International Emmys cut
ଏମି ଆଓ୍ବାର୍ଡସରେ ମନୋନୀତ ହେଲା ଦିଲ୍ଲୀ କ୍ରାଇମ
author img

By

Published : Oct 1, 2020, 4:53 PM IST

ନୂଆଦିଲ୍ଲୀ: ୱେବ୍ ସିରିଜ୍ ଦିଲ୍ଲୀ କ୍ରାଇମ୍ ଇଣ୍ଟରନ୍ୟାସନାଲ ଏମି ଆଓ୍ବାର୍ଡସ 2020 ପାଇଁ ମନୋନୀତ ହୋଇଛି । ଏହି ହିଟ୍ ସୋ ରେ ଅଭିନୟ କରୁଥିବା ଅଭିନେତ୍ରୀ ରସିକା ଡୁଗଲ୍ ଅନୁଭବ କରୁଛନ୍ତି ଯେ,ମୁଁ ଅନୁଭବ କରୁଛି ଦିଲ୍ଲୀ କ୍ରାଇମ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଭାବରେ ନିର୍ମିତ ପ୍ରୋଜେକ୍ଟ । ମୁଁ ଏଥିରେ କାମ କରିଥିବାରୁ ଗର୍ବିତ । ମୁଁ ଏହି ସିରିଜରେ କାମ ପାଇବାକୁ ଯୋଗ୍ୟ ବୋଲି ଅନୁଭବ କରୁଛି ।

  • " class="align-text-top noRightClick twitterSection" data="">

ଶ୍ରେଷ୍ଠ ଡ୍ରାମା ସିରିଜରେ ଆର୍ଜେଣ୍ଟିନା, ଜର୍ମାନୀ ଏବଂ ବ୍ରିଟେନର ଶୋ ସହିତ ଇଣ୍ଟରନ୍ୟାସନାଲ ଏମିରେ ଏହି ସିରିଜ୍ ସମ୍ମାନ ପାଇଁ ଲଢୁଛି । ଶୋ ର ପ୍ରଥମ ସିଜନ୍ 2012 ର ନିର୍ଭୟା ଗଣଦୁଷ୍କର୍ମ ମାମଲାର କାହାଣୀ ଅନୁସରଣ କରିଥିଲା ।

ଯାହା ଉପରେ ରସିକା କହିଛନ୍ତି, ନିର୍ଭୟା ଗଣଦୁଷ୍କର୍ମ ମାମଲା ଅନେକ ଲୋକଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ଏହା ବହୁତ ଭୟଙ୍କର ଥିଲା । ଆମେ ଏହାକୁ ଭୁଲିଯିବା ଉଚିତ ନୁହେଁ ।

ଏକ ଭିନ୍ନ ମାମଲାକୁ ଆଲୋକିତ କରି ଶୋ ଶୀଘ୍ର ଏକ ନୂଆ ସିଜିନ ସହିତ ଫେରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.