ETV Bharat / sitara

‘ତାରକ ମହେତା କା ଉଲ୍ଟା ଚଷମା’ର ପ୍ରଯୋଜକ ଅସିତ କୁମାରଙ୍କୁ କୋରୋନା

ପୁଣି ଜଣେ ସେଲିବ୍ରିଟିଙ୍କ କୋରୋନା ପଜିଟିଭ ଖବର ସାମ୍ନାକୁ ଆସିଛି । ଏଥର ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି ‘ତାରକ ମହେତା କା ଉଲ୍ଟା ଚଷମା’ର ପ୍ରଯୋଜକ ଅସିତ । ଅଧିକ ପଢନ୍ତୁ...

author img

By

Published : Nov 21, 2020, 10:04 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅସିତ କୁମାର ମୋଦି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅସିତ କୁମାର ମୋଦି

ମୁମ୍ବାଇ: ପପୁଲାର ସିରିୟଲ ‘ତାରକ ମହେତା କା ଉଲ୍ଟା ଚଷମା’ର ପ୍ରଯୋଜକ ଅସିତ କୁମାର ମୋଦିଙ୍କୁ ନେଇ ନୈରାଶ୍ୟଜନକ ଖବର । ଏବେ କୋରୋନା କବଳରେ ସେ । ତାଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଶୁକ୍ରବାର ସେ ଏହାର ସୂଚନା ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଥିଲେ । ତାଙ୍କ ପୂର୍ବରୁ କୋରୋନାରେ ଆକ୍ରାନ୍ତ ହୋଇସାରିଲେଣି ଅନେକ ସେଲିବ୍ରିଟି ।

  • After some symptoms of COVID19,I got myself tested & Report came positive.I have isolated myself.I request🙏🏻who has come in my contact to be careful and follow the protocol.😊आप मेरी चिंता ना करें,आप के प्यार❤️प्रार्थना🙏🏻आशीर्वाद से मैं जल्दी ठीक हो जाऊँगा.आप😀मस्त 💪स्वस्थ रहें

    — Asit Kumarr Modi (@AsitKumarrModi) November 20, 2020 " class="align-text-top noRightClick twitterSection" data=" ">

ସେପଟେ ଅସିତ ଟ୍ବିଟ କରି ଜଣାଇଥିଲେ, ‘କୋରୋନାର କିଛି ଲକ୍ଷଣ ପରେ ମୁଁ ନିଜର ଟେଷ୍ଟ କଲି ଏବଂ ରିପୋର୍ଟ ସକାରାତ୍ମକ ଆସିଲା । ମୁଁ ବର୍ତ୍ତମାନ ଆଇସୋଲେସନ ଅଛି । ମୁଁ ଅନୁରୋଧ କରୁଛି ଯିଏ ମୋ ସମ୍ପର୍କରେ ଗତ କିଛି ଦିନ ମଧ୍ୟରେ ଆସିଥିଲେ ସେମାନ ନିଜ ନିଜର ଟେଷ୍ଟ କରାଇ ନିଅନ୍ତୁ ।’

ପ୍ରକାଶ ଥାଉକି ଗତ 12 ବର୍ଷରୁ ଅସିତଙ୍କ ସିରିୟଲ ‘ତାରକ ମହେତା କା ଉଲ୍ଟା ଚଷମା’ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.