ETV Bharat / sitara

କ୍ୟାବ ଡ୍ରାଇଭରଙ୍କ ଦମଦାର ଗୀତ, ଭାଇରାଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଛାଇଲେ କ୍ୟାବ ଡ୍ରାଇଭର ବିନୋଦ । ‘ଆଶିକ’ ଫିଲ୍ମର ଲୋକପ୍ରିୟ ଗୀତ ଗାଇ ଚର୍ଚ୍ଚାରେ ବିନୋଦ । ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ତାଙ୍କ ଗୀତ ।

author img

By

Published : Sep 17, 2019, 10:34 PM IST

ଫଟୋ ସୌଜନ୍ୟ: ଟ୍ବିଟର

ମୁମ୍ବାଇ: ପ୍ରାୟତଃ ସୋସିଆଲ ମିଡିଆରେ ବର୍ତ୍ତମାନ ଅନେକ କଳାକାରଙ୍କ ଦକ୍ଷତା ଦେଖିବାକୁ ମିଳୁଛି । ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଷ୍ଟେସନ ଗାୟିକା ରାନୁଙ୍କ ମଣ୍ଡଲଙ୍କ ଗୋଟିଏ ଗୀତ ଆଜି ଦେଶବାସୀଙ୍କ ଫେଭରେଟ ସାଜିଛି । ଷ୍ଟେସନ ଗାୟିକାରୁ ବଲିଉଡ ସେଲିବ୍ରିଟି ସାଜିଛନ୍ତି ରାନୁ ।

ଏହା କେବଳ ସମ୍ଭବ ହୋଇପାରିଛି ସୋସିଆଲ ମିଡିଆ ପାଇଁ । କାରଣ ସୋସିଆଲ ମିଡିଆରେ କିଏ କେତେବେଳେ ଭାଇରାଲ ହୋଇଯାଉଛନ୍ତି ତାହା କହିବା କଷ୍ଟଦାୟକ । ଏବେ ଆପଣ ଭାବୁଥିବେ କି ଏଠାରେ ସୋସିଆଲ ମିଡିଆ ବିଷୟରେ ଆଲୋଚନା କାହିଁକି ଚାଲିଛି । କଥାଟି ସେମିତି ହିଁ କିଛି ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉକି ରାନୁଙ୍କ ପରେ ଏବେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ କ୍ୟାବ ଡ୍ରାଇଭରଙ୍କ ଶାନଦାର କଣ୍ଠ ଶୁଣିବାକୁ ମିଳୁଛି । ଯାହାକୁ ୟୁଜର୍ସ ବାରମ୍ବାର ଶୁଣିବାରେ ଲାଗିଛନ୍ତି ।

ଏହି ଭିଡିଓଟି ଲକ୍ଷ୍ନୌର କୁହାଯାଉଛି । ଭିଡିଓରେ ରାହୁଲ ରଏଙ୍କ ଫେମସ ଗୀତ ‘ନଜର କେ ସାମନେ’ ଗାଇଥିବା ବ୍ୟକ୍ତି ଜଣଙ୍କ ନାମ ବିନୋଦ । ସେ ପେସାରେ ଜଣେ କ୍ୟାବ ଡ୍ରାଇଭର । ତାଙ୍କ କଣ୍ଠ କୌଣସି ବଲିଉଡ ଗାୟକଙ୍କ ଠାରୁ କମ ନୁହେଁ । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ...

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.