ETV Bharat / sitara

ଦୁବାଇରେ ନେହା-ରୋହନପ୍ରୀତଙ୍କ ହନିମୁନ,ଏମିତି ସଜାଯାଇଥିଲା ସ୍ପେଶାଲ ରୁମ - neha-rohanpreet-wedding-honeymoon

ଗାୟକ ନେହା କକ୍କର ଏବଂ ରୋହନପ୍ରୀତଙ୍କ ବିବାହ ବହୁ ଚର୍ଚ୍ଚାରେ ଥିଲା । ବିବାହ ପରେ ଏବେ ନେହା ଏବଂ ରୋହନପ୍ରୀତ ହନିମୁନ୍‌ ପାଇଁ ଦୁବାଇ ଯାଇଛନ୍ତି । ସେମାନେ ରହୁଥିବା ଦୁବାଇ ହୋଟେଲରୁ ଏକ ଭିଡିଓ ସାମ୍ମନାକୁ ଆସିଛି । ଅଧିକ ପଢନ୍ତୁ...

neha-rohanpreet-wedding-honeymoon-in-dubai-room-video
ହନିମୁନ୍‌ ପାଇଁ ଦୁବାଇ ଅଭିମୁଖେ ଯାତ୍ରା କଲେ ନେହା-ରୋହନପ୍ରୀତ,ଏମିତି ସଜାଯାଇଥିଲା ସ୍ପେଶାଲ ରୁମ
author img

By

Published : Nov 8, 2020, 10:23 PM IST

ନୂଆଦିଲ୍ଲୀ: ଗାୟକ ନେହା କକ୍କର ଏବଂ ରୋହନପ୍ରୀତଙ୍କ ବିବାହ ବହୁ ଚର୍ଚ୍ଚାରେ ଥିଲା । ଉଭୟଙ୍କ ଲଭଷ୍ଟୋରୀ ଠାରୁ ଆରମ୍ଭ କରି ସେମାନଙ୍କ ବିବାହ ସମାରୋହ ପର୍ଯ୍ୟନ୍ତ ସମସ୍ତ ଫଟୋ ଏପର୍ଯ୍ୟାନ୍ତ ସୋସିଆଲ ମିଡିଆରେ ଘୂରିବୁଲୁଛି ।

ବିବାହ ପରେ ଏବେ ନେହା ଏବଂ ରୋହନପ୍ରୀତ ହନିମୁନ୍‌ ପାଇଁ ଦୁବାଇ ଯାଇଛନ୍ତି । ସେମାନେ ରହୁଥିବା ଦୁବାଇ ହୋଟେଲରୁ ଏକ ଭିଡିଓ ସାମ୍ମନାକୁ ଆସିଛି ।

ଯେଉଁଥିରେ ହୋଟେଲ ତରଫରୁ ନେହା-ରୋହନପ୍ରୀତଙ୍କ ପାଇଁ ସେମାନଙ୍କ କୋଠରୀକୁ ଏକ ଖାସ ଅନ୍ଦାଜରେ ସଜାଯାଇଛି । ଫୁଲ ଏବଂ ପତ୍ରରେ ସଜାଯାଇଥିବା ସେହି କୋଠରୀଟି ବହୁତ ସୁନ୍ଦର ଦେଖାଯାଉଛି ।

ହୋଟେଲର ଏହି ଭିଡିଓ ସୋସିଆଲ ମିଡିଆରେ ଏକ ଫ୍ୟାନ୍ କ୍ଲବ ଦ୍ବାରା ସେୟାର କରାଯାଇଛି ।

ଉଲ୍ଲେଖଥାଉ କି, ନିକଟରେ ବିମାନବନ୍ଦରରୁ ନେହାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଭିଡିଓରେ ନେହା କଫି ପିଉଥିଲେ ।

ପ୍ରକାଶ ଥାଉ ଯେ,24 ଅକ୍ଟୋବରରେ ନେହା ଦିଲ୍ଲୀରେ ରୋହନପ୍ରୀତଙ୍କୁ ବିବାହ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.