ETV Bharat / sitara

ବ୍ଲାକ ବିକିନିରେ ମୋନାଲିସାଙ୍କ ବାଥଟବ ଫଟୋସୁଟ - ବ୍ଲାକ ବିକିନିରେ ମୋନାଲିସାଙ୍କ ବାଥଟବ ଫଟୋସୁଟ

ନିକଟରେ ମୋନାଲିସା ଏକ ବିକିନି ପିନ୍ଧି ନିଜର ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ବ୍ଲାକ ବିକିନିରେ ମୋନାଲିସାଙ୍କର ଏହି ଗ୍ଲାମରସ୍ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

monalisa-throwback-photo-in-black-bikini-gets-viral
ବ୍ଲାକ ବିକିନିରେ ମୋନାଲିସାଙ୍କ ବାଥଟବ ଫଟୋସୁଟ
author img

By

Published : Dec 29, 2020, 6:50 PM IST

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ମୋନାଲିସା ନିଜର ଗ୍ଲାମରସ୍ ଫଟୋକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ମୋନାଲିସା ଏକ ବିକିନି ପିନ୍ଧି ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି ।

ବ୍ଲାକ ବିକିନିରେ ମୋନାଲିସାଙ୍କର ଏହି ଗ୍ଲାମରସ୍ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ସହିତ ମୋନାଲିଆ ଏକ ମଜାଦାର କ୍ୟାପସନ୍ ମଧ୍ୟ ଦେଇଛନ୍ତି ।

ଫଟୋରେ ମୋନାଲିସା ଏକ ବାଥଟବରେ ଶୋଇ ସୂର୍ଯ୍ୟ କିରଣ ଉପଭୋଗ କରୁଥିବାର ନଜର ଆସିଛନ୍ତି ।

ଫଟୋର କ୍ୟାପସନ୍ ରେ ମୋନାଲିସା ଲେଖିଛନ୍ତି, 'ଏଭ୍ରି ଓ୍ବିଣ୍ଟର ହାଜ୍ ଇଟ୍ସ୍ ସ୍ରିଙ୍ଗ' । ତାଙ୍କର ପ୍ରଶଂସକମାନେ ମଧ୍ୟ ମୋନାଲିସାଙ୍କର ଏହି ଲୁକ୍ କୁ ବହୁତ ପସନ୍ଦ କରୁଛନ୍ତି ।

ମୋନାଲିସା ପ୍ରାୟତଃ ବିକିନିରେ ନିଜର ଫଟୋ ସେୟାର କରନ୍ତି ।

ପ୍ରକାଶ ଥାଉ ଯେ, ମୋନାଲିସା ଭୋଜପୁରୀ ସିନେମା ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ଟିଭିର ଲୋକପ୍ରିୟ ରିଆଲିଟି ସୋ ବିଗ୍ ବସ୍ ର ଅଂଶ ହୋଇଥିଲେ । ଭୋଜପୁରୀ ବ୍ୟତୀତ ମୋନାଲିସା ହିନ୍ଦୀ, ବଙ୍ଗାଳୀ ଏବଂ ତେଲୁଗୁ ସିନେମାରେ ମଧ୍ୟ କାମ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.