ETV Bharat / sitara

ବିବାହ ଘୁଞ୍ଚାଇଲେ ମେଘନା ନାଇଡୁ

author img

By

Published : Apr 16, 2020, 9:58 AM IST

କୋରୋନା ଭାଇରସ କାରଣରୁ ଚାଲିଥିବା ଲକଡାଉନ ଯୋଗୁଁ ଅଭିନେତ୍ରୀ ମେଘନା ନାଇଡୁ ଦୁବାଇରେ ଅଟକି ରହିଛନ୍ତି । ଏହି କାରଣରୁ ତାଙ୍କୁ ତାଙ୍କ ବିବାହକୁ ସ୍ଥଗିତ ରଖିବାକୁ ପଡିଲା । ଆହୁରି ପଢନ୍ତୁ...

meghna naidu locked down in dubai postpones her white wedding with husband
ଲକଡାଉନ ପାଇଁ ବିବାହ ପୋଷ୍ଟପୋନ କଲେ ମେଘନା ନାଇଡୁ

ମୁମ୍ବାଇ: କୋରୋନା ଭାଇରସ ମହାମାରୀ ହେତୁ ପୃଥିବୀର ଅନେକ ସ୍ଥାନରେ ଲକଡାଉନ ଚାଲିଛି । ଯେଉଁଥିପାଇଁ ଅନେକ ଲୋକ ବିଭିନ୍ନ ଜାଗାରେ ଅଟକି ରହିଛନ୍ତି । ଏହି ସମୟରେ ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ପରିବାରଠାରୁ ଦୂରରେ ଅନ୍ୟ ଦେଶରେ ଅଟକି ରହିଛନ୍ତି ।

ଏହି ସମୟରେ ଅଭିନେତ୍ରୀ ମେଘନା ନାଇଡୁ ଲକଡାଉନ ଯୋଗୁଁ ଦୁବାଇରେ ଅଟକି ରହିଛନ୍ତି । କେବଳ ଏତିକି ନୁହେଁ, ମେଘନା ପୂରା ଗୋଟେ ମାସ ହେଲାଣି ଦୁବାଇରେ ଅଛନ୍ତି ।

ନିକଟରେ ମେଘନା ଦ୍ବିତୀୟ ବିବାହ କରିବାକୁ ଯାଉଥିଲେ । କିନ୍ତୁ ବର୍ତ୍ତମାନ ଏହି ଲକଡାଉନ ହେତୁ ମେଘନାଙ୍କୁ ତାଙ୍କ ବିବାହ ଯୋଜନାକୁ ସ୍ଥଗିତ ରଖିବାକୁ ପଡିଲା ।

ମେଘନା 'କଲିଓ କା ଚମନ' ଗୀତ ସହିତ କିଛି ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକ 'ସସୁରାଲ ସିମର'ରେ ମଧ୍ୟ ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.