ETV Bharat / sitara

ନିଜର ରିଲେସନସିପ ଷ୍ଟାଟସ୍ ବିଷୟରେ କହିଲେ ଏରିକା ଫର୍ଣ୍ଣାଣ୍ଡିସ୍

ଏରିକା ଫର୍ଣ୍ଣାଣ୍ଡିସ ଇନଷ୍ଟାଗ୍ରାମରେ ଲାଇଭ୍ ଚାଟ୍ ସମୟରେ ତାଙ୍କର 3 ବର୍ଷ ଧରି ଚାଲିଥିବା ରିଲେସନସିପ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଶାହିର ଶେଖ ଏବଂ ପାର୍ଥ ସମଥାନଙ୍କ ସହ ରୋମାନ୍ସର ଗୁଜବ ତାଙ୍କୁ ତାଙ୍କ ରିଲେସନସିପ ବିଷୟରେ ସର୍ବସାଧାରଣରେ କହିବାକୁ ବାଧ୍ୟ କରିଛି । ଅଧିକ ପଢନ୍ତୁ...

erica fernandes opens up on her 3 year long relationship
ନିଜର ରିଲେସନସିପ ଷ୍ଟାଟସ୍ ବିଷୟରେ କହିଲେ ଏରିକା ଫର୍ଣ୍ଣାଣ୍ଡିସ୍
author img

By

Published : Jun 29, 2020, 9:09 AM IST

ମୁମ୍ବାଇ: ଅଭିନେତ୍ରୀ ଏରିକା ଫର୍ଣ୍ଣାଣ୍ଡିସ ଇନଷ୍ଟାଗ୍ରାମରେ ଲାଇଭ୍ ଚାଟ୍ ସମୟରେ ତାଙ୍କର 3 ବର୍ଷ ଧରି ଚାଲିଥିବା ରିଲେସନସିପ ବିଷୟରେ କହିଛନ୍ତି ।

ଏରିକା କହିଛନ୍ତି ଯେ ଶାହିର ଶେଖ ଏବଂ ପାର୍ଥ ସମଥାନଙ୍କ ସହ ରୋମାନ୍ସର ଗୁଜବ ତାଙ୍କୁ ତାଙ୍କ ରିଲେସନସିପ ବିଷୟରେ ସର୍ବସାଧାରଣରେ କହିବାକୁ ବାଧ୍ୟ କରିଛି ।

ଏରିକା କହିଛନ୍ତି, ମୁଁ ସିଙ୍ଗଲ ନୁହେଁ । ମୁଁ ଜଣଙ୍କୁ ଡେଟ୍ କରୁଛି । ଯାହାର ଏହି ଇଣ୍ତଷ୍ଟ୍ରି ସହିତ କିଛି ଲିଙ୍କ ନାହିଁ । ଆମେ ତିନି ବର୍ଷରୁ ଅଧିକ ସମୟ ଧରି ରିଲେସନସିପରେ ଅଛୁ ଏବଂ ଆମେ ଦୁହେଁ ବହୁତ ଭଲ ବନ୍ଧୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.