ETV Bharat / sitara

ତାମିଲ ସୁପରଷ୍ଟାର ସୁରିଆଙ୍କୁ କୋରୋନା

author img

By

Published : Feb 8, 2021, 1:18 PM IST

ଟ୍ବିଟ କରି ଫ୍ୟାନ୍ସଙ୍କୁ କୋରୋନା ସଂକ୍ରମିତ କଥା ଜଣାଇଲେ ସୁରିଆ । ଏହାସହ ସେ ଫ୍ୟାନ୍ସଙ୍କୁ କରିଛନ୍ତି ସ୍ପେଶାଲ ଅପିଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ସୁରିଆ
ଫଟୋ ସୌଜନ୍ୟ: ଟ୍ବିଟର@ସୁରିଆ

ମୁମ୍ବାଇ: ଦେଶରେ ଟୀକାକରଣ ଚାଲିଥିବା ବେଳେ ତାମିଲ ସୁପରଷ୍ଟାର ସୁରିଆ କୋରୋନା ସଂକ୍ରମିତ ହୋଇଛନ୍ତି । ଯାହାର ସୂଚନା ସେ ରବିବାର ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଥିଲେ । ଏହାସହ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି କୋରୋନା ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ।

  • ’கொரோனா’ பாதிப்பு ஏற்பட்டு, சிகிச்சை பெற்று நலமுடன் இருக்கிறேன். வாழ்க்கை இன்னும் இயல்பு நிலைக்கு திரும்பவில்லை என்பதை அனைவரும் உணர்வோம். அச்சத்துடன் முடங்கிவிட முடியாது. அதேநேரம் பாதுகாப்பும், கவனமும் அவசியம். அர்ப்பணிப்புடன் துணைநிற்கும் மருத்துவர்களுக்கு அன்பும், நன்றிகளும்.

    — Suriya Sivakumar (@Suriya_offl) February 7, 2021 " class="align-text-top noRightClick twitterSection" data=" ">

45 ବର୍ଷିୟ ସୁରିଆ ଟ୍ବିଟ କରି ଲେଖିଥିଲେ, ‘ମୁଁ କୋରୋନାରେ ଆକ୍ରାନ୍ତ ହୋଇଛି ପଜିଟିଭ । ହେଲେ ସୁସ୍ଥ ଅଛି । ମୋତେ କୋରୋନା ହେବା ପରେ ଜାଣିପାରୁଛି ଯେ ଜୀବନ ଏପର୍ଯ୍ୟନ୍ତ ସ୍ବାଭାବିକ ଅବସ୍ଥାକୁ ଫେରି ନାହିଁ । ଭୟ ହେତୁ ଆମେ ଘରେ ରହିପାରିବା ନାହିଁ କିନ୍ତୁ ବାହାରକୁ ଯିବା ପାଇଁ ଆମକୁ ସତର୍କ ଅବଲମ୍ବନ କରିବାକୁ ପଡିବ । ସହାୟକ ଚିକିତ୍ସକମାନଙ୍କୁ ମୋର ପ୍ରେମ ଏବଂ ଧନ୍ୟବାଦ ।’

ପ୍ରକାଶ ଥାଉକି ଶେଷଥର ଫିଲ୍ମ ‘ସୁରାରାଇ ପୋଟରୁ’ରେ ନଜର ଆସିଥିଲେ ସୁରିଆ । ଯାହାର କାହାଣୀ ଏୟାର ଡେକାନର ପ୍ରତିଷ୍ଠାତା କ୍ୟାପ୍ଟ ଜି ଆର ଗୋପୀନାଥଙ୍କ ଜୀବନ ଉପରେ ଆଧାରିତ । ଖାଲି ଏତିକି ନୁହେଁ ଏହି ଫିଲ୍ମ ଓସ୍କାର 2021 ଦୌଡ଼ରେ ମଧ୍ୟ ସାମିଲ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.