ETV Bharat / sitara

କୋରୋନା ମୁକ୍ତ ହେଲେ ଗାୟିକା ଅଶାନ୍ତୀ-ତାଙ୍କ ପରିବାର

ହଲିଉଡର ଜଣାଶୁଣା ଗାୟିକା ଅଶାନ୍ତୀ ଏବଂ ତାଙ୍କ ପରିବାର ଏବେ କୋରୋନାରୁ ମୁକ୍ତ ହୋଇ ସୁସ୍ଥ ଅଛନ୍ତି । ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

singer-ashanti-tested-covid-negative
କୋରୋନା ମୁକ୍ତ ହେଲେ ଗାୟିକା ଅଶାନ୍ତୀ-ତାଙ୍କ ପରିବାର
author img

By

Published : Jan 3, 2021, 5:39 PM IST

ଲସ୍ ଆଞ୍ଜେଲସ୍: ଏବେ ହଲିଉଡର ଜଣାଶୁଣା ଗାୟିକା -ଗୀତିକାର ଅଶାନ୍ତୀ ଏବଂ ତାଙ୍କ ପିତାମାତା କୋରୋନାରୁ ମୁକ୍ତ ହୋଇ ସୁସ୍ଥ ଅଛନ୍ତି । ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

40 ବର୍ଷ ବୟସର ଗାୟିକା 'ଫୁଲିଶ୍' ଏବଂ 'ହାପି' ଭଳି ଗୀତ ପାଇଁ ଫେମସ ।

ଶନିବାର ଦିନ ଅଶାନ୍ତୀ ନିଜ ସ୍ବାସ୍ଥ୍ୟ ସୂଚନା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଆଶନ୍ତୀ କହିଛନ୍ତି ଯେ, 2021 କୋଭିଡ -19 ରୁ ମୁକ୍ତି ସହିତ ଆରମ୍ଭ ହୋଇଥିଲା । ମୁଁ ଏବଂ ମୋ ପିତାମାତା ବର୍ତ୍ତମାନ କୋଭିଡ -19 ସଂକ୍ରମଣରୁ ମୁକ୍ତ । ଏଥିସହିତ ସେ ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରକାଶ ଥାଉ ଯେ, ଡିସେମ୍ବରରେ ଗାୟିକା କୋରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.