ETV Bharat / sitara

ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଓଲିଉଡର ବରିଷ୍ଠ ଅଭିନେତା ମିହିର ଦାସ ଅଚାନକ ଅସୁସ୍ଥ । ଆଇସିୟୁ(ICU)ରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ, ହସ୍ପିଟାଲ୍‌ରେ ଭର୍ତ୍ତି

author img

By

Published : Dec 9, 2021, 10:54 PM IST

Updated : Dec 10, 2021, 8:28 AM IST

ଭୁବନେଶ୍ବର : ଓଲିଉଡର ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ । ଅଚାନକ ତାଙ୍କ ସ୍ବାସ୍ଥାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିହିରଙ୍କୁ ହସ୍ପିଟାଲର ଆଇସିୟୁ(ICU)ରେ ଭର୍ତ୍ତି କରାଯାଇଥିବାବେଳେ ଭେଣ୍ଟିଲେଟର ଲାଗିଛି । ମିହିର ଦାସ ଦୀର୍ଘଦିନ ଧରି କିଡନୀଜନିତ ସମସ୍ୟାରେ ପୀଡିତ ଥିବା ସୂଚନା ମିଳିଛି ।

ଓଡିଶାର ଜଣେ ଲୋକପ୍ରିୟ ତଥା ସୁନାମଧନ୍ୟ କଳାକାର ଭାବେ ମିହିର ଦାସ ଘରେ ଘରେ ପରିଚିତ । ସେ ଅନେକଗୁଡିକ ସୁପରହିଟ୍ ଫିଲ୍ମ ଦର୍ଶକଙ୍କ ଭେଟି ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Dec 10, 2021, 8:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.