ETV Bharat / sitara

ଖୁବଶୀଘ୍ର ମୁକ୍ତଲାଭ କରିବ ‘ବାଜି ବାଜି ବାବାଜୀ’

ସାରଥୀ ବାବାଙ୍କ ଜୀବନ କାହାଣୀକୁ ନେଇ ଆଧାରିତ ଚଳଚ୍ଚିତ୍ର ‘ବାଜି ବାଜି ବାବାଜୀ’ ଏବେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ । ଗତ ତିନି ବର୍ଷ ପୂର୍ବେ ହୋଇଥିଲା ଚଳଚ୍ଚିତ୍ରର ନିର୍ମାଣ ।

author img

By

Published : Aug 8, 2019, 3:19 PM IST

ଫଟୋ ସୌଜନ୍ୟ: ମିଥୁନ ପ୍ରଡକ୍ସନ ହାଉସ

ଭୁବନେଶ୍ବର: ଦୀର୍ଘ ସମୟରୁ ଜେଲରେ ଜୀବନ କାଟୁଥିବା ଓଡ଼ିଶାର ଚର୍ଚ୍ଚିତ ସାରଥୀ ବାବ ନିକଟରେ ଜାମିନରେ ବାହାରିଛନ୍ତି । ଭଣ୍ଡ ବାବା ରୂପେ ଓଡ଼ିଶାରେ ଜଣାଶୁଣା ସାରଥୀ ବାବାଙ୍କୁ ନେଇ ଗତ ତିନି ବର୍ଷ ହେବ ଏକ ଚଳଚ୍ଚିତ୍ର ‘ବାଜି ବାଜି ବାବାଜୀ’ ନିର୍ମାଣ ହୋଇଥିଲା । କିନ୍ତୁ ସାରଥୀ ବାବାଙ୍କ ଜେଲ ଯିବା ପରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିପାରିନଥିଲା ।

ମିଥୁନ ପ୍ରଡକ୍ସନ ହାଉସରେ ତିଆରି ହୋଇଥିବା ଏହି ‘ବାଜି ବାଜି ବାବାଜୀ’ ଖୁବଶୀଘ୍ର ମୁକ୍ତିଲାଭ କରିବ ବୋଲି ଶୁଣିବାକୁ ମିଳୁଛି । ସାରଥୀ ବାବାଙ୍କ ଭୂମିକାରେ ଏହି ଚଳଚ୍ଚିତ୍ରରେ ନଜର ଆସିବେ ଅଭିନେତା ମଣ୍ଟୁ ମିଥୁନ । ସେହିପରି ସ୍ବର୍ଗତ ମୀନକେତନ ଚଳଚ୍ଚିତ୍ରରେ ପୋଲିସ ଭୂମିକାରେ ନଜର ଆସିବେ ।

ଫଟୋ ସୌଜନ୍ୟ: ମିଥୁନ ପ୍ରଡକ୍ସନ ହାଉସ

ଅନ୍ୟପଟେ ଚଳଚ୍ଚିତ୍ର ଲାଭର 50 ପ୍ରତିଶତ ଭାରତୀୟ ସେନା ସହ ଆଉ 50 ପ୍ରତିଶତ କ୍ୟାନ୍ସର ରୋଗୀଙ୍କୁ ଦାନ କରାଯିବ ବୋଲି କହିଛନ୍ତି ନିର୍ଦ୍ଦେଶକ ସଂଗ୍ରାମ ମହାନ୍ତି । ସେହିପରି ଫିଲ୍ମର ପ୍ରଯୋଜନା ସମ୍ଭାଳିଛନ୍ତି ଅରୁଣ କୁମାର ମହାପାତ୍ର ଏବଂ ସଙ୍ଗୀତର ନିର୍ଦ୍ଦେଶନା ଦେଇଛନ୍ତି ଟି. ସୌରୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ସାରଥୀ ଙ୍କ ଉପରେ ତିଆରି ହେବ ଓଡ଼ିଆ ଫିଲ୍ମ ବାଜି ବାଜି ବାବାଜୀBody:ସାରଥୀ ଙ୍କ ଉପରେ ତିଆରି ହେବ ଓଡ଼ିଆ ଫିଲ୍ମ ବାଜି ବାଜି ବାବାଜୀ। ଓଡ଼ିଶା ମିଠୁନ ପ୍ରଡକ୍ସନ ତରଫ ରୁ ତିଆରି ହେବ ଫିଲ୍ମ ବାଜି ବାଜି ବାବାଜୀ। ଚଳଚ୍ଚିତ୍ର ଟି ସାରଥୀ ଙ୍କ ଉପରେ ତିଆରି ହେଉଥିବା ବେଳେ ଏହାର 50 ପ୍ରତିଶତ ଲାଭ ଭାରତୀୟ ସେନା କୁ ଦିଆଯିବ ଓ ବାକି 50 ପ୍ରତିଶତ କ୍ୟାସନ୍ସର ରେଗୀ ଙ୍କୁ ଦାନ କରାଯିବାର କହିଛନ୍ତି ଫିଲ୍ମ ର ନିଦେଶକ ସଂଗ୍ରାମ ମହାନ୍ତି। ଅନ୍ୟ ପଟେ ଫିଲ୍ମ ର ପ୍ରାଜେଜନା ଭାର ସମ୍ଭାଳିଛନ୍ତି ଅରୁଣ କୁମାର ମହାପାତ୍ର, ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଟି ସୌରୀ । ଫିଲ୍ମ ରେ ପେଲିସ ମୁଖ୍ୟ ଭମିକାରେ ନଜର ଆସିବେ ଜଣାଶୁଣା ଅଭିନେତା ମୀନକେତନ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.