ETV Bharat / sitara

ଦୂତିଙ୍କ ବାୟୋପିକରେ ଫୁଲଷ୍ଟପ ! - biopic

ନିଜ ବାୟୋପିକକୁ ନେଇ ମୁହଁ ଖୋଲିଲେ ଦୂତି ଚାନ୍ଦ । ଏବେ ଅଲମ୍ପିକରେ ଫୋକସ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ଏକ ସାକ୍ଷାତକାରରେ କହିଲେ ଦୂତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jun 28, 2019, 11:59 PM IST

Updated : Jun 29, 2019, 12:05 AM IST

ଭୁବନେଶ୍ବର: କିଛି ଦିନ ପୂର୍ବରୁ ସ୍ପ୍ରିଣ୍ଟର ଦୂତି ଚାନ୍ଦ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ । ସମଲିଙ୍ଗି ସମ୍ପର୍କର ଖୁଲାସା ପରେ ଲାଇମଲାଇଟକୁ ଆସିଥିଲେ ଦୂତି । ସେପଟେ ତାଙ୍କ ଜୀବନକୁ ନେଇ ବଲିଉଡରେ ବାୟୋପିକ ନିର୍ମିତ ଖବର ଶୁଣିବାକୁ ମିଳିଥିଲା । କିନ୍ତୁ ଏସବୁରେ ଫୁଲଷ୍ଟପ ଲଗାଇଛନ୍ତି ଦୂତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଇତିମଧ୍ୟରେ ସେ ନିଜ ବାୟୋପିକକୁ ନେଇ ବଡ ବୟାନ ଦେଇଛନ୍ତି । ଏକ ସାକ୍ଷାତକାରରେ ସେ ଫିଲ୍ମକୁ ନେଇ ସ୍ପଷ୍ଟ କରିଛନ୍ତି । ଆଗକୁ ଅଲମ୍ପିକ ଥିବାରୁ ସେ ଫିଲ୍ମରୁ ଦୂରରେ ରହିବାକୁ ଚାହାନ୍ତି । ଅଲମ୍ପିକ ପାଇଁ ଅଭ୍ୟାସରେ ଅଧିକ ଫୋକସ କରିବା ସହ ଦେଶକୁ ପୁଣି ଗର୍ବିତ କରିବା ଆଶା ରଖିଛନ୍ତି ଦୂତି । ଅନ୍ୟପଟେ ଓମ ପ୍ରକାଶ ମେହେରା ଓ ଅନିଲ କପୁର ପ୍ରଡକ୍ସନରୁ ଦୂତିଙ୍କ ବାୟୋପିକ ପାଇଁ ପୂର୍ବରୁ ଅଫର ମିଳିଥିଲେ ସୁଦ୍ଧା ସମୟ ଅଭାବରୁ ସେ ଏଥିରୁ ଦୂରରେ ଥିବା ଖୁଲାସା କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ମୋ ଯିବନି ରେ ଏବେ ତିଆରି ହେବ ନାହିଁ ଫିଲ୍ମ :ଦୁତି ଚାନ୍ଦ

Body:ଦୌଡ଼ ରାଣୀ ଦୁତି ଚନ୍ଦ୍ କିଛି ଦିନ ତଳେ ତାଙ୍କର ନିଜସ୍ୱ ବ୍ୟକ୍ତିଗତ ଜୀବନ କୁ ନେଇ ଚର୍ଚ୍ଚା ରେ ଥିବା ବେଳେ ଏବେ ପୁଣି ଶୁଣିବା କୁ ମିଳୁଛି ଦୁତି ଙ୍କ ଯିବନି କୁ ନେଇ ବଲିଉଡ ଫିଲ୍ମ ତିଆରି ହେବ। 2016 ରୁ ଅନେକ ବଡ଼ ବଡ଼ ଫିଲ୍ମ ପ୍ରଡକ୍ଟସନ ତରଫ ରୁ ତାଙ୍କୁ ଅଫର ବି ଆସୁଛି। ଅନିଲ କପୁର ଙ୍କ ପ୍ରଡକ୍ଟସନ ହାଉସ ରୁ ବି ଅଫର ଆସୁଛି ବୋଲି ଦୁତି ଆଜି କହିଛନ୍ତି , ହେଲେ ଏବେକାର ସମୟ ପାଇଁ ଦୁତି ନିଜ ଯିବନି ଉପରେ କୌଣସି ଫିଲ୍ମ କରିବା କୁ ଚାହୁଁ ନହାନ୍ତି। କାରଣ ଆଗକୁ ଅଲମ୍ପିକ ଅଛି ଆଉ ସେ ଏବେ ନିଜର ଦୌଡ଼ କୁ ଫୋକସ କରୁଛନ୍ତି ବୋଲି ଦୁତି ପ୍ରକାଶ କରିଛନ୍ତି।
ବାଇଟ ଦୁତି ଚାନ୍ଦ

Conclusion:
Last Updated : Jun 29, 2019, 12:05 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.