ଭୁବନେଶ୍ବର: ଭାଷାଗତ ଭେଦଭାବ ଆଳରେ ଓଟିଟି ପ୍ଲାଟଫର୍ମରୁ ହଟିଲା ଓଡିଆ ଚଳଚ୍ଚିତ୍ର ‘କ୍ଷଣିକା’ । ତେବେ ଏହାକୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ତୀବ୍ର ବିରୋଧ କରିଛନ୍ତି ।
-
Raised Question on the issue of Odia movie 'Khyanikaa' being pulled down unceremoniously from @PrimeVideoIN citing language policy which is both regressive & insulting to Odia cinemas- FYI @amazonprimenow.
— Saptagiri Ulaka (@saptagiriulaka) September 22, 2020 " class="align-text-top noRightClick twitterSection" data="
Not sure if I get answers from @PrakashJavdekar on the same cc @Amartya_B pic.twitter.com/UrlMhQJR2E
">Raised Question on the issue of Odia movie 'Khyanikaa' being pulled down unceremoniously from @PrimeVideoIN citing language policy which is both regressive & insulting to Odia cinemas- FYI @amazonprimenow.
— Saptagiri Ulaka (@saptagiriulaka) September 22, 2020
Not sure if I get answers from @PrakashJavdekar on the same cc @Amartya_B pic.twitter.com/UrlMhQJR2ERaised Question on the issue of Odia movie 'Khyanikaa' being pulled down unceremoniously from @PrimeVideoIN citing language policy which is both regressive & insulting to Odia cinemas- FYI @amazonprimenow.
— Saptagiri Ulaka (@saptagiriulaka) September 22, 2020
Not sure if I get answers from @PrakashJavdekar on the same cc @Amartya_B pic.twitter.com/UrlMhQJR2E
କଂଗ୍ରେସ ସାଂସଦ ତାଙ୍କ ଅଫିସିଆଲ ଟ୍ବିଟରରେ ଟ୍ବିଟ୍ କରି କହିଛନ୍ତି, ସେ ଲୋକସଭାରେ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିଲେ । ଏହି ବିଷୟରେ ସେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ଠାରୁ ଉତ୍ତର ମାଗିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।
ସେ ଉଲ୍ଲେଖ କରିଛନ୍ତି ଯେ, ‘କ୍ଷଣିକା’ ଓଡିଆ ଚଳଚ୍ଚିତ୍ରରେ ଭାଷାଭିତ୍ତିକ ଭେଦଭାବ ଦର୍ଶାଯାଇଛି । ଯାହା ଅତ୍ୟନ୍ତ ଅପମାନଜନକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ