ETV Bharat / sitara

କୋରୋନାରେ ଆଖି ବୁଜିଲେ ‘ଛିଛୋରେ’ ଅଭିନେତ୍ରୀ ଅଭିଳାଷା ପାଟିଲ - chhichhore-fame-actress-abhilasha

ଏବେ ସିନେମା ଜଗତରୁ ଆଉ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ବଲିଉଡ ଫିଲ୍ମ ‘ଛିଛୋରେ’ ସମେତ ଅନେକ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଅଭିଳାଷା ପାଟିଲଙ୍କ ମଙ୍ଗଳବାର କରୋନାରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

chhichhore-fame-actress-abhilasha-patil-passes-away-due-to-covid-19
କୋରୋନାରେ ଆଖିବୁଜିଲେ ‘ଛିଛୋରେ’ ଅଭିନେତ୍ରୀ ଅଭିଳାଷା ପାଟିଲ
author img

By

Published : May 5, 2021, 9:59 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ବଲିଉଡରେ ହଇଚଇ ସୃଷ୍ଟି କରିଦେଇଛି । ଏଥିସହିତ ବଲିଉଡ ତାରକା ମଧ୍ୟ ଏହାର ଶିକାର ହେଉଛନ୍ତି । ଏବେ ସିନେମା ଜଗତରୁ ଆଉ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି ।

ବଲିଉଡ ଫିଲ୍ମ ‘ଛିଛୋରେ’ ସମେତ ଅନେକ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଅଭିଳାଷା ପାଟିଲଙ୍କ ମଙ୍ଗଳବାର କରୋନାରେ ମୃତ୍ୟୁ ହୋଇଛି ।

ଅଭିଳାଷାଙ୍କ ମୃତ୍ୟୁ ଖବର ଶୁଣି ଇଣ୍ତଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁଯାୟୀ, ଅଭିଳାଷା ସୁଟିଂ ପାଇଁ ବନାରସ ଯାଇଥିଲେ । ମୁମ୍ବାଇ ଫେରିବା ପରେ ତାଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଥିଲା। ସେ କିଛି ଦିନ ହେଲା ଆଇସିୟୁରେ ଭର୍ତ୍ତି ଥିଲେ।

ପ୍ରକାଶ ଥାଉ ଯେ, ଅଭିଳାଷା ଅନେକ ମରାଠୀ ସିନେମାର ଅଭିନୟ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.