ETV Bharat / sitara

ସାତରଙ୍ଗୀ ଚଢେଇ ସାଜି ଆସୁଛି ‘ବିଶ୍ବରୂପ’... - ବିଶ୍ଵଜିତ ମିଶ୍ର

ଖୁବଶୀଘ୍ର ରିଲିଜ ହେବାକୁ ଯାଉଥିବା ଆକ୍ସନ ଚଳଚ୍ଚିତ୍ର ବିଶ୍ବରୂପର ଅଡିଓ ରିଲିଜ ହୋଇଯାଇଛି । ଭୁବନେଶ୍ବରରେ ଆୟୋଜିତ ହୋଇଥିଲା ଅଡିଓ ଲଞ୍ଚିଂ ଇଭେଣ୍ଟ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 29, 2019, 12:03 AM IST

ଭୁବନେଶ୍ବର: ବିବି କ୍ରିଏସନ ବ୍ୟାନର ପ୍ରଥମ ଅବଦାନରେ ନିର୍ମାଣ ହୋଇଛି ଚଳଚ୍ଚିତ୍ର ‘ବିଶ୍ବରୂପ’ । ଯାହର ଅଡିଓ ରିଲିଜ ବୁଧବାର ଭୁବନେଶ୍ବର ସ୍ଥିତ ଏକ ହୋଟେଲରେ ହୋଇଯାଇଛି । ମୋଟ 5 ଟି ଗୀତକୁ ନେଇ ରିଲିଜ ହୋଇଛି ଫିଲ୍ମ ବିଶ୍ବରୁପର ଅଡିଓ । ସେହିପରି ସାତରଙ୍ଗୀ ଚଢେଇ ତୁ ଆସିଲୁ ଜୀବନେ ରୋମାଣ୍ଟିକ ଟ୍ରାକ ନିଶ୍ଚିତ ରୁପେ ହିଟ ହେବ ବୋଲି କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ଦମଦାର ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ବିଶ୍ଵରୂପ ଓ ଅଭିନେତ୍ରୀ ଅମୃତା । ଅନ୍ୟପଟେ ଚଳଚ୍ଚିତ୍ରର ପ୍ରଯୋଜନା ବିଶ୍ଵଜିତ ମିଶ୍ର କରିଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ସରୋଜ କାନ୍ତ ।

ଚଳଚ୍ଚିତ୍ରରେ ମ୍ୟୁଜିର ତଡକା ଲାଗାଇଛନ୍ତି ବିଭୁତି ଭୂଷଣ ଗଡ଼ନାୟକ । ସେହିପରି ଏହାର ଲିରିକ୍ସ ଲେଖିଛନ୍ତି ପଞ୍ଚାନନ ନାୟକ,ବପୁ ଗୋସ୍ବାମୀ ଓ ବିଭୁତି । କଣ୍ଠଦାନ କରିଛନ୍ତି ଦୀପ୍ତି ରେଖା, ବିଷ୍ଣୁ ମୋହନ କବି , ସ୍ବୟଂ ପାଢ଼ୀ, ଅନୁରାଗ, ସତ୍ୟଜିତ, ଅର୍ପିତା ଓ ସୋହାନି ମିଶ୍ର,। ଚଳଚ୍ଚିତ୍ରର ଗୀତ ସବୁଠାରୁ ଭିନ୍ନ ଆଉ ଲୋକଙ୍କ ମନ ମୋହିବ ବୋଲି କହିଛନ୍ତି ବିଭୁତି କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତ ରାୟ, ଇଟିଭି ଭାରତ

Intro:ଓଡ଼ିଆ ଫିଲ୍ମ ବିଶ୍ଵରୂପ ର ଅଡିଓ ରିଲିଜ

Body:ବିବି କ୍ରିଏସନ ର ବ୍ୟାନର ର ପ୍ରଥମ ଅବଦାନ ରେ ଫିଲ୍ମ ବିଶ୍ୱରୂପ ତିଆରି ହୋଇ ଥିବା ବେଳେ ଆଜି ଭୁବନେଶ୍ୱର ସ୍ଥିତ ଏକ ହୋଟେଲ ରେ ଏହାର ଅଡିଓ ରିଲିଜ ହୋଇଛି। ଯେଉଁଥିରେ ମୁଖ୍ୟ ଭୂମିକା ରେ ନଜର ଆସିବେ ଅଭିନେତା ବିଶ୍ଵରୂପ ଓ ଅଭିନେତ୍ରୀ ଆମରିତା । ଅନ୍ୟପଟେ ପ୍ରଜେଜନା ଦାଇତ୍ୱ ତୁଲାଇଛନ୍ତି ବିଶ୍ଵଜିତ ମିଶ୍ର, ଓ ନିଦେଶନା ଦାଇତ୍ୱ ତୁଲାଇଛନ୍ତି ସେରେଜ କାନ୍ତ। ମ୍ୟୁଜିକ ର ଭାର ସମ୍ଭାଳିଛନ୍ତି ବିଭୁତି ଭୂଷଣ ଗଡ଼ନାୟକ, ଲିରିକ୍ସ ଲେଖିଛନ୍ତି ପଞ୍ଚାନନ ନାୟକ,ବପୁ ଗୋସ୍ୱାମୀ ଓ ବିଭୁତି। କଣ୍ଠ ଦାନ କରିଛନ୍ତି ଦୀପ୍ତି ରେଖା, ବିଷ୍ଣୁ ମେହନ କବି, ସ୍ୱୟଂ ପାଢ଼ୀ,ଅନୁରାଗ,ସତ୍ୟଜିତ,ଅର୍ପିତା,ସୋହାନି ମିଶ୍ର,। ଫିଲ୍ମ ର ଅନେକ ଗୀତ ସବୁଠାରୁ ଭଲ ଆଉ ଲୋକଙ୍କ ମନ ମୋହିବ ବୋଲି ମ୍ୟୁଜିକ ଡିରେକ୍ଟର ବିଭୁତି ଭୂଷଣ କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.