ETV Bharat / sitara

ବାବୁ ଭାଇଜାନ ଅବତାରରେ ଅରିନ୍ଦମ

ବାଲେଶ୍ବରର ସଫଳ ବ୍ୟବସାୟୀ ବାବୁ ଭାଇଜାନଙ୍କ କାହାଣୀକୁ ନେଇ ଖୁବଶୀଘ୍ର ପରଦାକୁ ଫେରିବେ ଅଭିନେତା ଅରିନ୍ଦମ।

author img

By

Published : Aug 10, 2019, 2:21 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ବାସ୍ତବ କାହାଣୀକୁ ନେଇ ଆଧାରିତ ଚଳଚ୍ଚିତ୍ର ‘ବାବୁ ଭାଇଜାନ’ର ସୁଟିଂ ଜୋରସୋରରେ ଚାଲିଛି । ବାଲେଶ୍ବରର ଅବଦୁଲ ଅମିନ ଖାନ ଓରଫ ବାବୁଙ୍କ ଉପରେ ‘ବାବୁ ଭାଇଜାନ’ କାହାଣୀ ପର୍ଯ୍ୟବେସିତ। ସେ ପାଞ୍ଚଟି ଦେଶକୁ କପଡା ରପ୍ତାନୀ କରି ଆଜି ସଫଳ ବ୍ୟବସାୟ ରୂପେ ପ୍ରତିଷ୍ଠିତ ।

ଏହି ଚଳଚ୍ଚିତ୍ରରେ ତାଙ୍କ ପିଲା ବେଳୁ ନେଇ ସଫଳତାର ସଂର୍ଘଷ କାହାଣୀ ଦେଖିବାକୁ ପାଇବେ ଦର୍ଶକ । ଗତ କାଲି ‘ବାବୁ ଭାଇଜାନ’ର ମହୁରତ ଅନୁଷ୍ଠିତ ହୋଇଥିଲା । ଚଳଚ୍ଚିତ୍ରରେ ବାବୁଙ୍କ ଭୂମିକାରେ ଅଭିନୟ କରିବେ ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ । ସେହିପରି ଚଳଚ୍ଚିତ୍ରର ପ୍ରଯୋଜନା ସନ୍ତୋଷ ନାରାୟଣ ଦାସ କରୁଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ତାପସ ସରଘରିଆ।

ଅନ୍ୟପଟେ ‘ବାବୁ ଭାଇଜନ’ରେ ସଙ୍ଗୀତର ତଡକା ଲଗାଇଛନ୍ତି ମଳୟ ମିଶ୍ର । ଆଉ ଗୀତ ଗାଇଛନ୍ତି ବଲିଉଡର ଫେମସ ଗାୟକ ସାନ, ଇରା ମହାନ୍ତି । ଚଳଚ୍ଚିତ୍ରରେ ଅରିନ୍ଦମଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ଅଭିନେତ୍ରୀ ଶିବାନୀ । ଏହି ଦୁଇ କଳାକାରଙ୍କ ବ୍ୟତୀତ ଅଭିନେତା ବବି ମିଶ୍ର, ମିହିର ଦାସ, ଶ୍ରୀତମ ଦାସ ମଧ୍ୟ ଚଳଚ୍ଚିତ୍ରରେ ଅଭିନୟ କରୁଥିବାର ଦେଖାଯିବେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରିୟଲ ଲାଇଫ ଷ୍ଟୋରୀ ଉପରେ ତିଆରି ହେବ ଓଡ଼ିଆ ଫିଲ୍ମ ଭାଇଜାନ

Body:ରିୟଲ ଲାଇଫ ଷ୍ଟୋରୀ ଉପରେ ତିଆରି ହେବ ଓଡ଼ିଆ ଫିଲ୍ମ ଭାଇଜାନ
ବାଲେଶ୍ବର ଜିଲ୍ଲା ର ଏକ ଆଜଣା ଗାଁ ଲଛମଣଖୁଣ୍ଟା ଅବଦୁଲ ଅମିନ ଖାନ ଓରଫ ବାବୁ। ଯିଏ ଦିନ ଥିଲା ନିଜେ ପିନ୍ଧିବା ପାଇଁ କପଡା ନ ଥିବା ବେଳେ ଏବେ ସେ ପାଞ୍ଚ ଟି ଦେଶ କୁ ନିଜସ୍ୱ କପଡା ଦେଇ ଏକ ସଫଳ ବ୍ୟବସାୟୀ ହୋଇ ପାରିଛନ୍ତି। ତାଙ୍କରି ଜୀବନ ର ସଂଘର୍ଷ ର କାହାଣୀ କୁ ନେଇ ଫିଲ୍ମ ତିଆରି ହେଉଛି ଯାହାର ନାଁ ରହିଛି ବାବୁ ଭାଇଜାନ। ଆଜି ଏହାର ଶୁଭ ମୁହୂରତ ହୋଇ ଥିବା ବେଳେ ଚଳଚ୍ଚିତ୍ର ର ମୁଖ୍ୟ ଚରିତ୍ର ରେ ନଜର ଆସିବେ ଅଭିନେତା ଆରିନ୍ଧମ। ଅନ୍ୟ ପଟେ ଚଳଚ୍ଚିତ୍ର ର ପ୍ରଜେଜନା କରିଛନ୍ତି ସନ୍ତେଷ ନାରାୟଣ ଦାସ, ନିଦେଶନା କରିଛନ୍ତି ତାପସ ସରଗରିଆ। ମ୍ୟୁଜିକ ଦାଇତ୍ୱ ରେ ମଳୟ ମିଶ୍ର, କଣ୍ଠଦାନ କରିଛନ୍ତି ବଲିଉଡ ଗାୟକ ଶାନ, ଓ ଅଭିଜିତ।ଇରା ମହାନ୍ତି, ଓ ସଂଗ୍ରାମ।ଅନ୍ୟ ପଟେ ଓଲିଉଡ ର ଜଣାଶୁଣା ଅଭିନେତ୍ରୀ ଶିବାନି ଏହି ଚଳଚ୍ଚିତ୍ର ର ମୁଖ୍ୟ ନାୟିକା ଭାବରେ ନଜର ଆସିବେ। ଏହା ସହ ବବି ମିଶ୍ର, ମିହିର ଦାସ, ଶ୍ରିତମ ଓ ଅନ୍ୟାନ୍ୟ ମାନେ।
ବାଇଟ ଅରିଂଦମ ଅଭିନେତା
ବାଇର ବାବୁ ଭାଇ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.