ETV Bharat / sitara

ୟୁଟ୍ୟୁବରେ ଚହଳ ସୃଷ୍ଟି କଲା ହନିଙ୍କ ନୂଆ ‘ଲୋକା’ ସଙ୍ଗ - ଟି-ସିରିଜର ୟୁଟ୍ୟୁବ ଚ୍ୟାନେଲ

ରିଲିଜ ହନି ସିଂଙ୍କ ଆଉ ଏକ ଦମଦାର ଗୀତ ‘ଲୋକା’। ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ରିଲିଜ ହେବା ମାତ୍ରେ ୟୁଟ୍ୟୁବରେ ଟ୍ରେଣ୍ଡ କଲା ଏହି ଗୀତ ।

yo yo honey singh
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ ହନି ସିଂ
author img

By

Published : Mar 3, 2020, 7:43 PM IST

ମୁମ୍ବାଇ: ଫେମସ ରାପର ୟୋ ୟୋ ହନି ସଂଙ୍କ ନୂଆ ଗୀତ ‘ଲୋକା’ ଆଜି ରିଲିଜ ହୋଇଯାଇଛି। ମ୍ୟୁଜିକ ଭିଡିଓଟିକୁ ଟି-ସିରିଜର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରାଯାଇଛି। ଗୀତରେ ପୁଣିଥରେ ହନି ନିଜ ଦମଦାର ଅନ୍ଦାଜରେ ନଜର ଆସୁଛନ୍ତି। କମ୍ପ୍ଲିଟ ରାପର ଷ୍ଟାଇଲ ଅନ୍ଦାଜରେ ସେ ଦର୍ଶକଙ୍କ ମନ କିଣିଛନ୍ତି । ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ଗୀତକୁ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଲାଣି।

ଏହି ଦମଦାର ଗୀତର ଲିରିକ୍ସ ଲିଟିଲ ଗୋଲୁ ଓ ହନି ମିଶି ଲେଖିଛନ୍ତି। ଏବର୍ଷର ଏହା ଏକ ଶାନଦାର ପାର୍ଟି ସଙ୍ଗ ସାବ୍ୟସ୍ତ ହେବ ବୋଲି ଆଶା କରୁଛନ୍ତି ମେକର୍ସ। ଗୀତ ଗାଇଥିବା ବେଳେ ହନି ଏହାର ପ୍ରଯୋଜନା ଦାୟିତ୍ବ ମଧ୍ୟ ତୁଲାଇଛନ୍ତି।

ବର୍ତ୍ତମାନ ତାଙ୍କର ଗୀତ ‘ଲୋକ’ ୟୁଟ୍ୟୁବରେ ଚହଳ ସୃଷ୍ଟି କରିବା ସହ ଟ୍ରେଣ୍ଡ ମଧ୍ୟ କରୁଛି । ଗୀତରେ ଲୋକା ଶବ୍ଦର ବ୍ୟବହାର ଖୁବ୍ କରାଯାଇଛି । ‘i m going loca’ ଏହି ଲାଇନ ଗୀତରେ ଏତେ ଥର ଆସୁଛି ଯେ ଆପଣ କିଛି ସମୟ ପାଇଁ ଭାବିବେ ଯେ ହୁଏତଃ ଲୋକା କୌଣସି ସ୍ଥାନର ନାମ । ବାସ୍ତବରେ ଏହା କୌଣସି ସ୍ଥାନର ନାମ ନୁହେଁ ଲୋକାର ମାନେ ସ୍ପେନିସରେ କ୍ରେଜି। ଆପଣ ମଧ୍ୟ ଦେଖନ୍ତୁ ହନିଙ୍କ ଏହି ‘ଲୋକା’ ସଙ୍ଗ....

  • " class="align-text-top noRightClick twitterSection" data="">

3 ମିନିଟ 39 ସେକେଣ୍ଡର ଏହି ଭିଡିଓରେ ହନି ଲମ୍ବା କେଶରେ ନଜର ଆସୁଛନ୍ତି । କେବେ ମସ୍କୁଲର ବଡି ଓ କ୍ଲବ ମ୍ୟୁଜିକ ପାଇଁ ଚର୍ଚ୍ଚିତ ରହୁଥିବା ହନି ଗତ କିଛି ବର୍ଷ ମଧ୍ୟରେ ଶରୀରର ଓଜନ ବଢାଇ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.