ETV Bharat / sitara

ଯନ୍ତ୍ରଣାର ଅନୁଭୂତି ସେୟାର କଲେ ୟାମି

ରବିବାର ଦିନ ୟାମି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ବେକରେ ଲାଗିଥିବା ଗଭୀର ଆଘାତର ଯନ୍ତ୍ରଣା ସହ କିପରି ମୁକାବିଲା କରିଥିଲେ ସେ ବିଷୟରେ କହିଛନ୍ତି । ଅଧିକ ପଢନ୍ତୁ...

Yami Gautam shares her journey of recovering from neck injury
ଯନ୍ତ୍ରଣାର ଅନୁଭୂତି ସେୟାର କଲେ ୟାମି
author img

By

Published : Aug 23, 2020, 6:45 PM IST

ମୁମ୍ବାଇ: ଲକଡାଉନ୍ ସମୟରେ ଅଭିନେତ୍ରୀ ୟାମି ଗୌତମ ସବୁବେଳେ ତାଙ୍କର ଫିଟନେସ୍ ଉପରେ ଧ୍ୟାନ ଦେଉଛନ୍ତି ।

ରବିବାର ଦିନ ୟାମି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ବେକରେ ଲାଗିଥିବା ଗଭୀର ଆଘାତର ଯନ୍ତ୍ରଣା ସହ କିପରି ମୁକାବିଲା କରିଥିଲେ ସେ ବିଷୟରେ କହିଛନ୍ତି ।

ୟାମି କହିଛନ୍ତି, ଏହି ପୋଷ୍ଟଟି ମୋର ବ୍ୟକ୍ତିଗତ । ଯେତେବେଳେ ମୋର ବେକରେ ଗଭୀର ଆଘାତ ଲାଗିଥିଲା ସେତେବେଳେ ମୋତେ ବହୁତ ସତର୍କ ରହିବାକୁ ପଡୁଥିଲା । ବିଶେଷ କରି ଏହି କାରଣରୁ ମୁଁ ଡ୍ୟାନ୍ସ,,ବ୍ୟାୟାମ, ନନ-ଷ୍ଟପ୍ ବୁଲିବା ଏହିସବୁ କରିପାରୁନଥିଲି । ଏହା ବହୁତ ଯନ୍ତ୍ରଣା ଦେଉଥିଲା । ଯାହାହ୍ବାରା ମୁଁ ନିଜକୁ ବହନ କରିବା ମଧ୍ୟ ବହୁତ କଷ୍ଟକର ହୋଇପଡିଥିଲା ।

ୟାମି ଆହୁରି କହିଛନ୍ତି, କିନ୍ତୁ ଏହି ଲକଡାଉନ୍ ସମୟରେ ମୁଁ ଯାହା ପୂର୍ବରୁ କରି ପାରିଲି ନଥିଲି ସେସବୁ କରିପାରିଛି । ଏହି ସମୟରେ ମୁଁ ଫିଟ ରହିବା ପାଇଁ ନିୟମିତ ଯୋଗ ଅଭ୍ୟାସ କରୁଥିଲି ।

ଆଗାମୀ ସମୟରେ, ୟାମି ଗିନି ୱେଡ୍ସ ସନ୍ନିରେ ବିକ୍ରାନ୍ତ ମାସେଙ୍କ ସହିତ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.