ETV Bharat / sitara

'ଏ ଥର୍ସଡେ'ର ସୁଟିଂ ଆରମ୍ଭ କଲେ ୟାମି - 'ଏ ଥ୍ରର୍ସଡେ'ର ସୁଟିଂ ଆରମ୍ଭ କଲେ ୟାମି

ୟାମି ଗୌତମ ତାଙ୍କ ଚଳଚ୍ଚିତ୍ର 'ଏ ଥର୍ସଡେ' ର ସୁଟିଂ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

Yami Gautam begins shooting for 'A Thursday'
'ଏ ଥ୍ରର୍ସଡେ'ର ସୁଟିଂ ଆରମ୍ଭ କଲେ ୟାମି
author img

By

Published : Mar 12, 2021, 8:10 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ୟାମି ଗୌତମ ତାଙ୍କ ଚଳଚ୍ଚିତ୍ର'ଏ ଥ୍ରର୍ସଡେ' ର ସୁଟିଂ ଆରମ୍ଭ କରିଛନ୍ତି । ବେହଜାଦ ଖମ୍ବାଟା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।

ଏହି ଫିଲ୍ମରେ ଡିମ୍ପଲ୍ କପାଡିଆ, ଅତୁଲ କୁଲକର୍ଣ୍ଣି, ନେହା ଧୁପିଆ ଏବଂ ମାୟା ସାରାଓ ମଧ୍ୟ ଅଭିନୟ କରିଛନ୍ତି ।

ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବା ବ୍ୟାନର ଆରଏସଭିପିର ଟ୍ବିଟର ଆକାଉଣ୍ଟ ମାଧ୍ୟମରେ ଏକ ଅଫିସିଆଲ ଘୋଷଣା କରାଯାଇଛି ।

ପ୍ରକାଶ ଥାଉ ଯେ, ଏହି ଚଳଚ୍ଚିତ୍ରରେ ୟାମି ଶିକ୍ଷୟତ୍ରୀ ନୈନା ଜୈସୱାଲଙ୍କ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.