ETV Bharat / sitara

ପୋଷା କୁକୁର ମୃତ୍ୟୁରେ ଦୁଃଖୀ ରଙ୍ଗୀଲା ଗାର୍ଲ

author img

By

Published : Jun 22, 2020, 3:00 PM IST

ସୋସିଆଲ ମିଡିଆରେ ଇମୋଶନାଲ ପୋଷ୍ଟ ସେୟାର କରି ନିଜ ପୋଷା କୁକୁର ଷ୍ଟୁଡକୁ ଶ୍ରଦ୍ଧାଞ୍ଜଳି ଦେଲେ ଉର୍ମିଲା । ଭାଇରାଲ ହେଲା ପୋଷ୍ଟ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଉର୍ମିଲା ମାତୋଣ୍ଡକର

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ବର୍ତ୍ତମାନ ଚର୍ଚ୍ଚାରେ । ଏବେ ସୋସିଆଲ ମିଡିଆରେ ତାଙ୍କର ଭାବବିହ୍ବଳ ପୋଷ୍ଟ ଘୁରିବୁଲୁଛି । ଏହି ପୋଷ୍ଟକୁ ସେ ନିଜ ପୋଷା କୁକୁର ଷ୍ଟୁଡକ ନିଧନରେ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ସେ ପୋଷ୍ଟ ଜରିଆରେ ଷ୍ଟୁଡକୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୋ ପ୍ରିୟ ଷ୍ଟୁଡକୁ ବିଦାୟ । ତୁମର ଆତ୍ମକୁ ଶାନ୍ତି ମିଳୁ । ମୁଁ ପାଖରେ ଶବ୍ଦ ନାହିଁ କିଛି କହିବାକୁ । ହେଲେ ସବୁ ଶବ୍ଦଠୁ ତୁମ ମୋ ପାଇଁ ଅଧିକ ଥିଲ । କେହି ମଧ୍ୟ ତୁମ ସ୍ଥାନ ମୋ ଜୀବନରେ ନେଇପାରିବେ କିମ୍ବା ମୋ ଦୁଃଖକୁ କମ କରିପାରିବ । ତୁମ ପ୍ରେମ ପାଇଁ ସର୍ବଦା ତୁମେ ମନେ ରହିବ । ଆମ ପ୍ରିୟ ଷ୍ଟୁଡ ।’

ପ୍ରକାଶ ଥାଉକି ଏହି ପୋଷ୍ଟ ସହ ଉର୍ମିଲା ନିଜ କୁକୁର ସହ ଏସ ସେଲ୍ଫି ଫଟୋ ମଧ୍ୟ ସେୟାର କରିଛନ୍ତି । ସେହିପରି ଦୀର୍ଘ ସମୟରୁ ବଲିଉଡଠୁ ଦୂରେଇ ରହିଥିବା ଉର୍ମିଲା ଏବେ ରାଜନୀତିରେ ସକ୍ରିୟ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.