ETV Bharat / sitara

କୋରୋନା ସଂକ୍ରମିତ ନୁହଁନ୍ତି ‘କସୌଟି ଜିନ୍ଦେଙ୍ଗୀ କେ 2’ର ଅନ୍ୟ ଷ୍ଟାର୍ସ - ଟିଭିର ପପୁଲାର ଶୋ ‘କସୌଟି ଜିନ୍ଦେଙ୍ଗୀ କି 2’

ସାମ୍ନାକୁ ଆସିଲା କରନ ପଟେଲ ସହ ‘କସୌଟି ଜିନ୍ଦେଙ୍ଗୀ କେ 2’ର ଅନ୍ୟ ଷ୍ଟାର୍ସଙ୍କ କୋରୋନା ଟେଷ୍ଟ ରିପୋର୍ଟ । ଅଧିକା ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 14, 2020, 12:41 PM IST

ମୁମ୍ବାଇ: ଟିଭିର ପପୁଲାର ଶୋ ‘କସୌଟି ଜିନ୍ଦେଙ୍ଗୀ କି 2’ର ଫେମସ ଆକ୍ଟର ପାର୍ଥ ସମଥାନଙ୍କ କୋରୋନା ଟେଷ୍ଟ ପଜିଟିଭି ଖବର ନିକଟରେ ଶୁଣିବାକୁ ମିଳିଥିଲା । ଯାହା ପାଇଁ ସିରିୟଲର ସୁଟିଂକୁ ବର୍ତ୍ତମାନ ସ୍ଥିଗତ ରଖାଯାଇଛି । କାରଣ ତାଙ୍କ ସହ ସେଟରେ ପାଖାପାଖି 30 ଜଣ କାମ କରୁଥିଲେ । ସମସ୍ତଙ୍କୁ ଏବେ ନିଜକୁ ହୋମ କ୍ବରେଣ୍ଟିନରେ କରିଛନ୍ତି। ସେହିପରି ଟିମରେ ଥିବା ସଦସ୍ୟଙ୍କ ବି କୋରୋନା ଟେଷ୍ଟ କରାଯାଇଛି । ଅଭିନେତା କରନ ପଟେଲ, ଆମନା ଶରୀଫ ଓ ସୁଭାବି ଚୌକସେଙ୍କ କୋରୋନା ରିପୋର୍ଟ ସାମ୍ନାକୁ ଆସିଯାଇଛି । ଖୁସି ଖବର ହେଲା ଯେ ଏହି ଷ୍ଟାର୍ସଙ୍କ ରିପୋର୍ଟ ନେଗେଟିଭ ବାହାରିଛି । ଯାହାକୁ ନେଇ ଖୁସି ତାଙ୍କ ଫ୍ୟାନ୍ସ ।

କରନଙ୍କ ପବ୍ଲିସିଟି ଦ୍ବାରା ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ କରନଙ୍କ କୋରୋନା ଟେଷ୍ଟ ନେଗେଟିଭି ବାହାରିଛି । ସେ ସୁସ୍ଥ ଅଛନ୍ତି । ସବୁ ଫ୍ୟାନ୍ସଙ୍କୁ ସେ କହିବାକୁ ଚାହୁଁଛନ୍ତି ଯେ ନିଜର ଧ୍ୟାନ ରଖିବାକୁ । ସାମାନ୍ୟ କୋରୋନା ଲକ୍ଷଣ ଦେଖାଗଲେ ନିଜର ଟେଷ୍ଟ କରାଆନ୍ତୁ । ଅବହେଳା କରିବା ଠିକ୍ କଥା ନୁହେଁ । ଯାହା ପଛରେ ବିପଦରେ ପରିଣତ ହେବ । ଦୟା କରି ଘରେ ରହି ସୁସ୍ଥ ରୁହନ୍ତୁ ।

ପ୍ରକାଶ ଥାଉକି ପାର୍ଥ ପଜିଟିଭି ହେବାର ସୂଚନା ଟ୍ବିଟରରେ ଫ୍ୟାନ୍ସଙ୍କୁ ଦେଇଥିଲେ। ସେ ଟ୍ବିଟରେ ଲେଖିଥିଲେ, ‘ମୁଁ ମୋର କୋଭିଡ-19 ଟେଷ୍ଟ କରାଇଥିଲେ । ଯାହାର ରିପୋର୍ଟ ପଜିଟିଭ ବାହାରିଛି । ମୁଁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ଯେଉଁମାନେ କିଛି ଦିନ ମଧ୍ୟରେ ମୋ ସମ୍ପର୍କରେ ଆସିଛନ୍ତି ନିଜର କୋରୋନା ଟେଷ୍ଟ କରାଇ ନିଅନ୍ତୁ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.