ETV Bharat / sitara

'ଆଜି ବି ସୁଶାନ୍ତଙ୍କ ଝୁରୁଛନ୍ତି ଫ୍ୟାନ୍ସ'

author img

By

Published : May 29, 2021, 3:08 PM IST

ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଫ୍ୟାନ୍ସଙ୍କ ପ୍ରଶଂସା କରି ଚର୍ଚ୍ଚାରେ ଅଲ୍ଲି ଗୋନି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଟିଭିର ଫେମସ ଆକ୍ଟର ଅଲ୍ଲୀ ଗୋନି ନିଜର ନୂଆ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ । ସେ ଦିବଙ୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନ୍ସଙ୍କ ପ୍ରଶଂସା କରିଛନ୍ତି । କାରଣ ସୁଶାନ୍ତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଫ୍ୟାନ୍ସ ତାଙ୍କ ପାଇଁ ଭାବବିହ୍ବଳ ପୋଷ୍ଟ କରୁଥିବାର ନଜର ଆସୁଛନ୍ତି । ଯାହାକୁ ଆଧାର କରି ଅଲ୍ଲୀ ଫ୍ୟାନ୍ସଙ୍କ ପ୍ରଶଂସା କରି ଲେଖିଛନ୍ତି ଖାସ୍ କଥା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଲ୍ଲି ଗୋନି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଲ୍ଲି ଗୋନି

ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, ‘ସୁଶାନ୍ତଙ୍କ ମୃତ୍ୟୁକୁ ପାଖାପାଖି ଏକ ବର୍ଷ ହେବାକୁ ବସିଲାଣି । ହେଲେ ଏଯାବତ ଏମିତି କୌଣସି ଦିନ ନାହିଁ ଯେବେ ଫ୍ୟାନ୍ସ ତାଙ୍କ ନାମ ସୋସିଆଲ ମିଡିଆରେ ଟ୍ରେଣ୍ଡ କରାଇନାହାଁନ୍ତି । ଜୀବନରେ ଏହା ଆୟ କରିଥିଲେ ସୁଶାନ୍ତ ।’

ପ୍ରକାଶ ଥାଉକି ଗତ ବର୍ଷ ଜୁନ 14 ତାରିଖରେ ନିଜ ମୁମ୍ବାଇ ନିବାସରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ । ଯାହାପରଠୁ ସୋସିଆଲ ମିଡିଆରେ ଫ୍ୟାନ୍ସ ତାଙ୍କ ପାଇଁ ନ୍ୟାୟ ଦାବି କରିଆସୁଛନ୍ତି । ଏହାସହ ତାଙ୍କ ନାମ ସବୁବେଳେ ଟ୍ରେଣ୍ଡ ମଧ୍ୟ କରାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.