ETV Bharat / sitara

ଆସିଲା ‘ଦ ସ୍କାଇ ଇଜ ପିଙ୍କ’ର ଫାଷ୍ଟ ଲୁକ ପୋଷ୍ଟର

ମଙ୍ଗଳବାର ରିଲିଜ ହେବ ‘ଦ ସ୍କାଇ ଇଜ ପିଙ୍କ’ ର ଦମଦାର ଟ୍ରେଲର । ସୋମବାର ରିଲିଜ ହୋଇଯାଇଛି ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର । ଯେଉଁଥିରେ ପ୍ରିୟଙ୍କାଙ୍କୁ କାନ୍ଧରେ ଧରି ଫରହାନ ଦୌଡୁ ଥିବାର ନଜର ଆସୁଥିବା ବେଳେ, ସେଠାରେ ଜାୟରା ୱାସମୀ ଓ ରୋହିତ ସରାଫ ତାଙ୍କ ଆଗରେ ଦୌଡୁଥିବାର ଦେଖାଯାଉଛନ୍ତି।

author img

By

Published : Sep 9, 2019, 6:20 PM IST

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିର୍ମାତା, ଲେଖକ ଏବଂ ଅଭିନେତା ଫରହାନ ଅଖତରଙ୍କ ଆଗାମୀ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ ଅକ୍ଟୋବର 11ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ତେବେ ଏହା ପୂର୍ବରୁ ଟୋରାଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ରଖାଯାଇଛି ଏହାର ପ୍ରିମିୟର ।

ନିର୍ଦ୍ଦେଶକ ସୋନାଲୀ ବୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିର ପ୍ରିମିୟର ଟୋରାଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆସନ୍ତା 13ରେ ରଖାଯାଇଛି । ଯାହାକୁ ନେଇ ଉତ୍ସାହିତ ଷ୍ଟାରକାଷ୍ଟ । ଇତିମଧ୍ୟରେ ‘ଦ ସ୍କାଇ ଇଜ ପିଙ୍କ’ର ଫାଷ୍ଟ ଲୁକ ପୋଷ୍ଟର ଜାରି ହୋଇଯାଇଛି। ଏହାସହ ଫିଲ୍ମର ଟ୍ରେଲର ଆସନ୍ତା କାଲି ରିଲିଜ ହେବା ନେଇ ଜଣାଇ ଦିଆଯାଇଛି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ଏହି ଅବସରରେ ପିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ପ୍ରିୟଙ୍କା, ଫରହାନ, ଜାୟରା ୱାସମୀ ଓ ରୋହିତ ସରାଫଙ୍କ ଫାଷ୍ଟ ଲୁକ ପୋଷ୍ଟର ଏବଂ ଆସନ୍ତା କାଲି ଆସିବ ଟ୍ରେଲର। ’ ପ୍ରକାଶ ଥାଉକି ‘ଦ ସ୍କାଇ ଇଜ ପିଙ୍କ’ ଜରିଆରେ ପ୍ରିୟଙ୍କା ଦୀର୍ଘ ସମୟ ପରେ ବଲିଉଡକୁ କମବ୍ୟାକ କରିବାକୁ ଯାଉଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.