ETV Bharat / sitara

କେନ୍ଦ୍ରମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ, ଖୁବଶୀଘ୍ର ସୁଶାନ୍ତ ସିଂ ରାଜପୁତ ମୃତ୍ୟୁର ହେବ ଖୁଲାସା

author img

By

Published : Feb 18, 2022, 9:18 PM IST

ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଟ୍ବିଟ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଖୁବଶୀଘ୍ର ହେବ ଖୁଲାସା । ଅଧିକ ପଢନ୍ତୁ

ଖୁବଶୀଘ୍ର ପ୍ରମାଣିତ ହେବ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର କାରଣ: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

ନୂଆଦିଲ୍ଲୀ: ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଟ୍ବିଟ । ବହୁଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନ ରହସ୍ୟଜନକ ମୃତ୍ୟୁ ମାମଲାକୁ ନେଇ ମନ୍ତ୍ରୀଙ୍କ ଟ୍ବିଟ ହଇଚଇ ସୃଷ୍ଟି କରିଛି । ଖୁବଶୀଘ୍ର ଏହି ୨ ହତ୍ୟା ମାମଲାର ଖୁଲାସା ନେଇ ଟ୍ବିଟ କଲେ ରାଣେ ।

  • खासदार विनायक राऊत यांच्यासाठी खास बातमी
    लवकरच सुशांतसिंग व सामुदायिक बलात्कार करून तिची हत्या केली त्या दिशा सालियन या दोघांचीही आत्महत्या नव्हे हत्या झाली त्यांचीही चौकशी परत होईल एवढेच नाही तर मातोश्रीच्या चौघांवर ईडीची नोटीस तयार असल्याचे कळाले.

    — Narayan Rane (@MeNarayanRane) February 18, 2022 " class="align-text-top noRightClick twitterSection" data=" ">

କେନ୍ଦ୍ର ଅଣୁ, କ୍ଷୁଦ୍ର, ମଧ୍ୟମ ଓ ଉଦ୍ୟୋଗ(MSME) ମନ୍ତ୍ରୀ ନାରାୟଣ ରାଣେ ଟ୍ବିଟ କରି କହିଛନ୍ତି ଯେ, ଶିବସେନା ସାଂସଦ ବିନାୟକ ରାଉତଙ୍କ ପାଇଁ ଏକ ବିଶେଷ ଖବର ରହିଛି । ଖୁବଶୀଘ୍ର ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାର ଖୁଲାସା ହେବ । ଉଭୟ ଆତ୍ମହତ୍ୟା ନୁହେଁ ବରଂ ସେମାନଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରମାଣିତ ହେବ । ସେହିପରି ଖୁବଶୀଘ୍ର ମାତୋଶ୍ରୀ(ଉଦ୍ଧବ ଠାକରେଙ୍କ ବାସଭବନ)ର ୪ ଜଣଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ନୋଟିସ ପଠାଇବ ବୋଲି ଭବିଷ୍ୟବାଣୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.